ବିଜେଡି କାଉନ୍‌ସିଲର ହତ୍ୟା ମାମଲାରେ ଆଉ ୫ ଗିରଫ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଛତ୍ରପୁର କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ଆଉ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଛତ୍ରପୁରର ସନ୍ତୋଷ ସେଠୀ, ବନଜ ନାୟକ, ଆୟୁଷ୍ମାନ ମହାପାତ୍ର ଓରଫ୍ ଚିକୁ, ବଟ ଛତ୍ରପୁରର ପ୍ରଶାନ୍ତ କୁମାର ବେହେରା ଓରଫ୍ କାଳି ଓ ଶାନ୍ତିନଗରର ସଞ୍ଜୟ ଗୌଡ଼। ଏମାନେ ସମସ୍ତେ ହତ୍ୟାକାଣ୍ଡରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏପରିକି ସିସିଟିଭି ଫୁଟେଜ୍‌ରେ ଏମାନଙ୍କ ଚିତ୍ର ମଧ୍ୟ ରହିଥିବା ଗଞ୍ଜାମ ଏସ୍‌ପି ଆଶିଷ ସିଂ ସାମ୍ବାଦିକ […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 11:52 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଛତ୍ରପୁର କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ ଆଉ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଛତ୍ରପୁରର ସନ୍ତୋଷ ସେଠୀ, ବନଜ ନାୟକ, ଆୟୁଷ୍ମାନ ମହାପାତ୍ର ଓରଫ୍ ଚିକୁ, ବଟ ଛତ୍ରପୁରର ପ୍ରଶାନ୍ତ କୁମାର ବେହେରା ଓରଫ୍ କାଳି ଓ ଶାନ୍ତିନଗରର ସଞ୍ଜୟ ଗୌଡ଼। ଏମାନେ ସମସ୍ତେ ହତ୍ୟାକାଣ୍ଡରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏପରିକି ସିସିଟିଭି ଫୁଟେଜ୍‌ରେ ଏମାନଙ୍କ ଚିତ୍ର ମଧ୍ୟ ରହିଥିବା ଗଞ୍ଜାମ ଏସ୍‌ପି ଆଶିଷ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ହତ୍ୟାକାଣ୍ଡରେ ସନ୍ତୋଷ ସେଠୀ ହତ୍ୟାକାରୀ ଦଳର ନେତୃତ୍ୱ ନେଇଥିଲେ। ଏହି ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବା ପରେ ୫ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ଗଞ୍ଜାମ ଏସ୍‌ପି ଆଶିଷ ସିଂ କହିଛନ୍ତି। ପୂର୍ବରୁ ଏହି ଘଟଣାରେ ୧୦ ଜଣ ଗିରଫ କରାଯାଇଥିଲା।

ଗତ ୧୬ ତାରିଖରେ ଛତ୍ରପୁର ଏନ୍‌ଏସି ୬ ନମ୍ୱର ୱାର୍ଡ଼ର କାଉନ୍‌ସିଲର ଲକ୍ଷ୍ମୀଦତ୍ତ କିଛି ସମର୍ଥକଙ୍କ ଗହଣରେ ନିଜ ଘର ଆଗରେ ବସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସଂଘବଦ୍ଧଭାବେ ଖଣ୍ଡ ଓ ଅନ୍ୟାନ୍ୟ ମାରଣସ୍ତ୍ରରେ ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ। ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ଦୁର୍ବୃତ୍ତଙ୍କ ଖଣ୍ଡ ଚୋଟରେ ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ:ବୀଭତ୍ସ: ଦୌଡ଼ି ଆସି କାଉନ୍‌ସିଲଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ, ସିସିଟିଭିରେ କଏଦ ହୋଇଛି ଲାଇଭ୍‌ ଦୃଶ୍ୟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story