ଚୋରି ସୁନା ବନ୍ଧକ ରଖିଥିଲେ, ନିଜେ ବନ୍ଧା ହେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୋରି ସୁନା ବନ୍ଧକ ରଖିବା ମହଙ୍ଗା ପଡିଲା । ବିନା ଯାଞ୍ଚରେ ଚୋରି ସୁନାକୁ ବନ୍ଧକ ରଖି ଚୋରମାନଙ୍କୁ ଟଙ୍କା ଲୋନ୍‌ ଦେଇ ଗିରଫ ହୋଇଛନ୍ତି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ସମ୍ପୃକ୍ତ ସଂସ୍ଥାର ମୁଖ୍ୟ। ସୁନା ଚୋରି କରିଥିବା ବିଭୂତି ପ୍ରଧାନ ଓ ଶୁଭ୍ରଜିତ ଦେବତାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌ ଓ ମୋବାଇଲ ଜବତ କରାଯାଇଛି। ଖାରବେଳ ଥାନା ଆଇଆଇସି ଅରୁଣ ସ୍ୱାଇଁଙ୍କ କହିବା ଅନୁସାରେ, ଝାରସୁଗୁଡ଼ା […]

gold666

gold666

Tapaswini Nayak
  • Published: Saturday, 04 September 2021
  • Updated: 04 September 2021, 02:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୋରି ସୁନା ବନ୍ଧକ ରଖିବା ମହଙ୍ଗା ପଡିଲା । ବିନା ଯାଞ୍ଚରେ ଚୋରି ସୁନାକୁ ବନ୍ଧକ ରଖି ଚୋରମାନଙ୍କୁ ଟଙ୍କା ଲୋନ୍‌ ଦେଇ ଗିରଫ ହୋଇଛନ୍ତି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ସମ୍ପୃକ୍ତ ସଂସ୍ଥାର ମୁଖ୍ୟ। ସୁନା ଚୋରି କରିଥିବା ବିଭୂତି ପ୍ରଧାନ ଓ ଶୁଭ୍ରଜିତ ଦେବତାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌ ଓ ମୋବାଇଲ ଜବତ କରାଯାଇଛି।

ଖାରବେଳ ଥାନା ଆଇଆଇସି ଅରୁଣ ସ୍ୱାଇଁଙ୍କ କହିବା ଅନୁସାରେ, ଝାରସୁଗୁଡ଼ା ଅଞ୍ଚଳର ଜଣେ ମହିଳା ତାଙ୍କ ଭାଇ ଘର ଚନ୍ଦ୍ରଶେଖରପୁରକୁ ଆସିଥିଲେ।  ଗତ ୨୫ ତାରିଖ ସନ୍ଧ୍ୟା ସମୟରେ ମହିଳା ଜଣଙ୍କ ତାଙ୍କ ଭାଇଙ୍କ ସହ ସ୍କୁଟିରେ ଝାରସୁଗୁଡା ଯିବା ପାଇଁ ଷ୍ଟେସନ ଯାଉଥିଲେ। ମହିଳା ଜଣଙ୍କ ନିଜ ଭ୍ୟାନିଟି ବ୍ୟାଗରେ କିଛି ସୁନା ରଖିଥିଲେ।

ଜୟଦେବ ବିହାର ନିକଟରେ ବିଭୂତି ଓ ଶୁଭ୍ରଜିତ ମହିଳାଜଣଙ୍କ ଭ୍ୟାନିଟି ବ୍ୟାଗ ଧରିଥିବା ଲକ୍ଷ୍ୟ କରି ତାଙ୍କୁ ଫଲୋ କରିଥିଲେ। ପରେ ଏଜି ଛକ ନିକଟରେ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେଇଥିଲେ। ଟଣାଓଟରା ସମୟରେ ମହିଳାଜଣଙ୍କ ଗାଡ଼ିରୁ ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା।

ତା’ପର ଦିନ ଅର୍ଥାତ ୨୬ ତାରିଖରେ ବିଭୂତି ଓ ଶୁଭ୍ରଜିତ ଚନ୍ଦ୍ରଶେଖରପୁରସ୍ଥିତ ସମ୍ପୃକ୍ତ ସଂସ୍ଥାରେ ଏହି ଚୋରି ସୁନା ବନ୍ଧକ ରଖିଥିଲେ। ତେବେ ଉକ୍ତ ସଂସ୍ଥା କିଛି ଡକ୍ୟୁମେଣ୍ଟ ଯାଞ୍ଚ ନ କରି ୨୯ ଗ୍ରାମ୍ ସୁନା ବଦଳରେ ୮୦ ହଜାର ଟଙ୍କା ଲୋନ୍ ଦେଇଥିଲେ। ଏହି ଲୋନ୍ ଟଙ୍କାରେ ଜଣେ ଅଭିଯୁକ୍ତ ମାର୍ବଲ କିଣିଥିବା ବେଳେ ଅନ୍ୟ ଜଣେ ଘର କାମରେ ଲଗାଇଥିଲେ।

ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ବିଭୂତି ଓ ଶୁଭ୍ରଜିତଙ୍କୁ ପୁଲିସ୍ ଗିରଫ କରିଥିଲା। ଦୁଇ ଜଣ ଲୁଟେରା ଗିରଫ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। ଗତକାଲି ଘରୋଇ ସୁନା ବନ୍ଧକ ସଂସ୍ଥାର ମୁଖ୍ୟଙ୍କୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story