ଖୋଲୁଛି ଗୁମର, ରହସ୍ୟମୟୀ ବ୍ଲାକମେଲର ଲେଡି ଉପରେ ହୋଇଥିଲା ଗୁଳିମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋଲୁଛି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ଗୋଟିଏ ପରେ ଗୋଟିଏ ଗୁମର। ଏବେ ସାମ୍ନାକୁ ଆସିଛି ହାଇ ପ୍ରୋଫାଇଲ୍ ମହିଳାଙ୍କ ଆଉ ଏକ ସତ। ୬ ମାସ ତଳେ ମହିଳା ଓ ତାଙ୍କ ସ୍ୱାମୀଙ୍କ ଉପରକୁ ହୋଇଥିଲା ଗୁଳିମାଡ଼। ହେଲେ ଅଳ୍ପକେ ବର୍ତ୍ତିଥିଲେ ଉଭୟେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ କାହିଁକି ଉଭୟଙ୍କ ଉପରକୁ ହୋଇଥିଲା ଗୁଳିମାଡ଼? ତାହାର କାରଣ ଜଣାପଡ଼ିନଥିଲା। ଗତକାଲି ରାତିରେ କମିଶନରେଟ୍ ପୁଲିସ ଲେଡି ବ୍ଲକମେଲ୍‌ର ଅର୍ଚ୍ଚନା […]

BBsR

BBsR

Tapaswini Nayak
  • Published: Saturday, 08 October 2022
  • Updated: 08 October 2022, 02:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋଲୁଛି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ଗୋଟିଏ ପରେ ଗୋଟିଏ ଗୁମର। ଏବେ ସାମ୍ନାକୁ ଆସିଛି ହାଇ ପ୍ରୋଫାଇଲ୍ ମହିଳାଙ୍କ ଆଉ ଏକ ସତ। ୬ ମାସ ତଳେ ମହିଳା ଓ ତାଙ୍କ ସ୍ୱାମୀଙ୍କ ଉପରକୁ ହୋଇଥିଲା ଗୁଳିମାଡ଼। ହେଲେ ଅଳ୍ପକେ ବର୍ତ୍ତିଥିଲେ ଉଭୟେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ କାହିଁକି ଉଭୟଙ୍କ ଉପରକୁ ହୋଇଥିଲା ଗୁଳିମାଡ଼? ତାହାର କାରଣ ଜଣାପଡ଼ିନଥିଲା।

ଗତକାଲି ରାତିରେ କମିଶନରେଟ୍ ପୁଲିସ ଲେଡି ବ୍ଲକମେଲ୍‌ର ଅର୍ଚ୍ଚନା ନାଗଙ୍କୁ  ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଅଧିକ ତଦନ୍ତ ଲାଗି କମିଶନରେଟ୍ ପୁଲିସ ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନ୍ ଡ୍ରାଇଭର ଛାନଭିନ୍ କରୁଛି ପୁଲିସ୍। ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରୁଛି ପୁଲିସ।

ଏହାସହ ରହସ୍ୟମୟୀ ମହିଳାଙ୍କର ପ୍ରଭାବଶାଳୀଙ୍କ ସହ ଲିଙ୍କ୍ ଅଛି କି? ରହସ୍ୟମୟୀ ମହିଳାଙ୍କ କାହା ଛତ୍ରଛାୟା ତଳେ ବଢୁଥିଲା କଳା ସାମ୍ରାଜ୍ୟ।? ରହସ୍ୟମୟୀ ମହିଳା କାହାକୁ କଣ ବ୍ଲାକ୍‌ମେଲିଂ କରୁଥିଲେ? କେଉଁ କେଉଁ ବଡ଼ବଡ଼ିଆ ପାଇଁ ମଧ୍ୟସ୍ଥତା କରୁଥିଲେ ରହସ୍ୟମୟୀ? ରହସ୍ୟମୟୀଙ୍କ କ୍ରାଇମ୍ ସିଣ୍ଡିକେଟରେ ଅଛନ୍ତି କେଉଁ ବଡ଼ବଡ଼ିଆ? ରହସ୍ୟମୟୀଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ କି ପୁଲିସ୍ ସେ ନେଇ ପ୍ରଶ୍ନ ଉଠିଛି। ବ୍ଲାକ୍‌ମେଲିଂ ଅଭିଯୋଗରେ ତାଙ୍କୁ ଗିରଫ କରାଯିବା ସତ୍ତ୍ୱେ କାହିଁକି ପୁଲିସ ସତ ସାମ୍ନାକୁ ଆଣୁ ନାହିଁ ସେନେଇ ଚର୍ଚ୍ଚା ଜୋର ଧରିଛି।

ଲେଡି ବ୍ଲକମେଲ୍‌ର ରାଜଧାନୀରେ ତିଆରି କରିଥିଲେ ଆଲିସାନ୍‌ ଘର। ଆଉ ସେହି ଘରେ ରହିଛି ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର। ଲକ୍ଷାଧିକ ଟଙ୍କାର ପଲଙ୍କ, ସୋଫା ଆଉ ଫର୍ଣ୍ଣିଚର ରହିଛି। ଲେଡି ବ୍ଲକମେଲ୍‌ରଙ୍କ ପାଖରେ ଖାଲି ଘର ନୁହେଁ, ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି। ମାଡ଼ାମ ଚଢ଼ୁଥିଲେ ଦାମୀ ଗାଡ଼ି। ତାଙ୍କ ପାଖରେ ରହିଛି ଏକାଧିକ ଲଗଜୁରି କାର୍‌। ବିଏମଡବ୍ଲୁ, ଫର୍ଡ ଏଣ୍ଡେଭର, ସୁଜୁକି ସ୍ୱିପ୍ଟ ଓ ମହିନ୍ଦ୍ରା ଥର୍‌ ଭଳି ଅନେକ କାର। ତାଙ୍କ ପାଖରେ ହାର୍ଲେ ଡେଭିଡସନ ବାଇକ୍‌ ମଧ୍ୟ ରହିଛି। ମାଡ଼ାମ୍‌ଙ୍କ ପାଖରେ ଘୋଡ଼ା, ନଖରାରେ ଫାର୍ମ ହାଉସ ଓ କାର୍ ଶୋରୁମ୍ ରହିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story