ଆନ୍ଦୋଳନ ହଟାଇବାକୁ ଆସିଥିବା ପୋଲିସ୍‌କୁ ମାଡ଼

ଆନ୍ଦୋଳନ, ପ୍ରତିବାଦ ଆଉ ଶେଷରେ ପୋଲିସ ଉପସ୍ଥିତିରେ ପୋଲିସ ଗାଡି ଉପରକୁ ଆକ୍ରମଣ। ରାଉରକେଲା ରିଂ ରୋଡରେ ଶନିବାର ହୋଇଥିବା ସଡ଼କ ଦୁର୍ଘଟଣା ପରେ ଆଜି ଏ ଥିଲା ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରବିବାର ରାସ୍ତାରୋକ କରିଥିଲେ। ଶତାଧିକ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଏହି ସମୟରେ ପୋଲିସ ପହଞ୍ଚିଯାଇଥିଲା। ଚେଷ୍ଟା କରିଥିଲା ରାସ୍ତାରୋକୋ ହଟାଇବାକୁ। ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ରାଗରେ ପୋଲିସ ଗାଡି […]

45

45

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 06:09 PM IST

ଆନ୍ଦୋଳନ, ପ୍ରତିବାଦ ଆଉ ଶେଷରେ ପୋଲିସ ଉପସ୍ଥିତିରେ ପୋଲିସ ଗାଡି ଉପରକୁ ଆକ୍ରମଣ। ରାଉରକେଲା ରିଂ ରୋଡରେ ଶନିବାର ହୋଇଥିବା ସଡ଼କ ଦୁର୍ଘଟଣା ପରେ ଆଜି ଏ ଥିଲା ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରବିବାର ରାସ୍ତାରୋକ କରିଥିଲେ। ଶତାଧିକ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଏହି ସମୟରେ ପୋଲିସ ପହଞ୍ଚିଯାଇଥିଲା। ଚେଷ୍ଟା କରିଥିଲା ରାସ୍ତାରୋକୋ ହଟାଇବାକୁ। ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ। ରାଗରେ ପୋଲିସ ଗାଡି ଭଙ୍ଗା ରୁଜା କରିଥିଲେ ଉତ୍ୟକ୍ତ ଲୋକେ। ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବା ସହ ଆଇନକୁ ନିଜ ହାତକୁ ନେଇଥିଲେ । ୨ ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ। ପରେ ପୋଲିସ ଫୋର୍ସ ମାଧ୍ୟମରେ ଆସି ଆନ୍ଦୋଳନକାରୀଙ୍କୁ ଘଉଡାଇବା ସହ ମୃଦୁ ଲାଠି ଚାଳନା କରିଥିଲା।  ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଜଣେ ସବଇନ୍ସପେର ଗୁରୁତର ଆହତ ହେବାସହ ଅନ୍ୟ ୨ଜଣ ଆହତ ହୋଇଛନ୍ତି।

ସୂଚନାଯାଗ୍ୟ, ଗତକାଲି ଏକ କାର ଦୃତଗତିରେ ଯାଉଥିବା ବେଳେ ରାସ୍ତାରେ ଯାଉଥିବା ୨ଟି ସାଇକଲ ସହ  ଦୁଇଟି ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ସାଇକେଲ ଚାଳକ ପ୍ରାଣ ହରାଇଥିଲେ।  ୩ଜଣ ଆହତ ହୋଇଥିଲେ । ଏହି ଆହତଙ୍କ ମଧ୍ୟରୁ ଜଣଙ୍କର ରବିବାର ମୃତ୍ୟୁ ହୋଇଛି।  ତାଙ୍କ ନାଁ ପିତବାସ ପାଢି।  ସେ ରାଉରକେଲା ବାସନ୍ତି କଲୋନୀର ବାସିନ୍ଦା। ଦୁର୍ଘଟଣାରେ ଆହତ ଅନ୍ୟ ଦୁଇଜଣ ଏବେବି ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story