ଖାକିରେ ଦାଗ: ଅସଦାଚରଣ ମାମଲାରେ ହାବିଲଦାର୍-କନଷ୍ଟେବଲ୍ ସଂଘ ସାଧାରଣ ସମ୍ପାଦକ ଗିରଫ

ବରଗଡ: ମହିଳାଙ୍କୁ ଅସଦାଚରଣ ମାମଲାରେ ବରଗଡ଼ ଜିଲ୍ଲା ହାବିଲଦାର୍-କନଷ୍ଟେବଲ୍ ସଂଘ ସାଧାରଣ ସମ୍ପାଦକ ଗିରଫ। ପାଇକମାଳ ଥାନାରେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପୋଲିସ କନେଷ୍ଟବଳଙ୍କ ନାଁ ସୁବାସ ଚନ୍ଦ୍ର ମିଶ୍ର।  ଅଭିଯୋଗ ଅନୁସାରେ ନୃସିଂହନାଥ ପୀଠରେ ଚାଲିଥିବା ବୈଶାଖୀ ମେଳାକୁ ବଲାଙ୍ଗିର ଖପ୍ରାଖୋଲ ଅଞ୍ଚଳର ଜଣେ ମହିଳା ବୁଲିବାକୁ ଆସି  ଅସଦାଚରଣର ଶୀକାର ହୋଇଥିଲେ। ତାଙ୍କୁ ଜଣେ ବାଇକ ଆରୋହୀ ଅସଦାଚରଣ କରିଥିବା ନେଇ ସେ ଅଭିଯୋଗ କରିବା ପରେ […]

AAA

AAA

Rakesh Mallick
  • Published: Sunday, 07 May 2017
  • Updated: 07 May 2017, 11:05 PM IST

Sports

Latest News

ବରଗଡ: ମହିଳାଙ୍କୁ ଅସଦାଚରଣ ମାମଲାରେ ବରଗଡ଼ ଜିଲ୍ଲା ହାବିଲଦାର୍-କନଷ୍ଟେବଲ୍ ସଂଘ ସାଧାରଣ ସମ୍ପାଦକ ଗିରଫ। ପାଇକମାଳ ଥାନାରେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପୋଲିସ କନେଷ୍ଟବଳଙ୍କ ନାଁ ସୁବାସ ଚନ୍ଦ୍ର ମିଶ୍ର।  ଅଭିଯୋଗ ଅନୁସାରେ ନୃସିଂହନାଥ ପୀଠରେ ଚାଲିଥିବା ବୈଶାଖୀ ମେଳାକୁ ବଲାଙ୍ଗିର ଖପ୍ରାଖୋଲ ଅଞ୍ଚଳର ଜଣେ ମହିଳା ବୁଲିବାକୁ ଆସି  ଅସଦାଚରଣର ଶୀକାର ହୋଇଥିଲେ। ତାଙ୍କୁ ଜଣେ ବାଇକ ଆରୋହୀ ଅସଦାଚରଣ କରିଥିବା ନେଇ ସେ ଅଭିଯୋଗ କରିବା ପରେ ମେଳାରେ ଡ୍ୟୁଟିରେ ଥିବା କନେଷ୍ଟବଳ ସୁବାସଙ୍କୁ ଗିରଫ କରାଯାଇଛି। ଏହାକୁ ବର୍ତ୍ତମାନ ବରଗଡ଼ ଏସ୍ପି ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍ପି ଆଶିଷ ସିଂଙ୍କ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଅଭିଯୁକ୍ତ ସୁବାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos