ଜବରଦସ୍ତ ପୂଜା ଚାନ୍ଦା ଆଦାୟ ନେଇ ସୁନ୍ଦରଗଡ଼ ପୋଲିସର ଚେତାବନୀ

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):ଆଗକୁ ଆସୁଛି ପାର୍ବଣର ଋତୁ । ମାହୋଲ ଏବେଠାରୁ ସରଗରମ ହେଲାଣି। ତା’ପୂର୍ବରୁ ଗଣେଶ ପୂଜା ମଧ୍ୟ ଆରମ୍ଭ ହୋଇଯିବ। ପୂଜା ପର୍ବକୁ ଧୁମଧାମରେ ପାଳିବାକୁ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି ଅନେକ ଅନୁଷ୍ଠାନ । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏଥିପାଇଁ ଚାନ୍ଦା ଆଦାୟ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଅନେକ ସମୟରେ ପୂଜା କମିଟି ପକ୍ଷରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ ହେଉଥିବା ଅଭିଯୋଗ ଆସୁଛି । ଜୋରଜବରଦସ୍ତି […]

p-976

p-976

Tapas Behera
  • Published: Thursday, 29 August 2019
  • Updated: 29 August 2019, 04:10 PM IST

Sports

Latest News

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):ଆଗକୁ ଆସୁଛି ପାର୍ବଣର ଋତୁ । ମାହୋଲ ଏବେଠାରୁ ସରଗରମ ହେଲାଣି। ତା’ପୂର୍ବରୁ ଗଣେଶ ପୂଜା ମଧ୍ୟ ଆରମ୍ଭ ହୋଇଯିବ। ପୂଜା ପର୍ବକୁ ଧୁମଧାମରେ ପାଳିବାକୁ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି ଅନେକ ଅନୁଷ୍ଠାନ । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏଥିପାଇଁ ଚାନ୍ଦା ଆଦାୟ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଅନେକ ସମୟରେ ପୂଜା କମିଟି ପକ୍ଷରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ ହେଉଥିବା ଅଭିଯୋଗ ଆସୁଛି ।

ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଏସ୍‌ପିଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ପୂଜା ନାଁରେ କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କଲେ ପୁଲିସକୁ ଜଣାଇବା ପାଇଁ ସୁନ୍ଦରଗଡ଼ ଏସ୍‌ପି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଟ୍ୱିଟ୍‌ରେ କୁହାଯାଇଛି ଯେ, ଜୋରଜବରଦସ୍ତି ଚାନ୍ଦା ଆଦାୟ ଧାରା ୩୮୪/୩୮୬/୩୮୭/୩୯୨/୩୯୪ ଏବଂ ଧାରା ୩୯୫ IPC ଅନୁସାରେ ଦଣ୍ଡନୀୟ ଅପରାଧ ।

ଯଦି କେହି ଆପଣମାନଙ୍କୁ ଜୋରଜବରଦସ୍ତି ପୂଜା ନାମରେ ଚାନ୍ଦା ମାଗେ କିମ୍ବା ଏପରି ଘଟଣା ନଜରକୁ ଆସେ ତା’ହେଲେ ନିକଟସ୍ଥ ପୋଲିସ ଷ୍ଟେସନକୁ ଜଣାଇବାକୁ ଅନୁରୋଧ କରାଯାଇଛି। ଏହି ଟ୍ୱିଟ୍‌ଟି ଡଜିପି ଓଡ଼ିଶାକୁ ଟ୍ୟାଗ୍‌ କରାଯାଇଛି। ଏବେ ସୁନ୍ଦରଗଡ଼ରେ ଏସପି ସୌମ୍ୟା ମିଶ୍ରା ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story