ଆକ୍ସନ ମୋଡରେ କମିଶନରେଟ୍‌ ପୋଲିସ: ବାଦାମବାଡି ବୋମାମାଡ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ବାଦାମବାଡି ସିରିଜ ବୋମାମାଡ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ। ହକରିଂ ବ୍ୟବସ୍ଥା ଉଚ୍ଛେଦକୁ ନେଇ ବୋମାମାଡ ହୋଇଥିବା ପୋଲିସ କହିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଖୋକନକୁ ଏନକାଉଣ୍ଟର ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ଗତକାଲି ରାତିରେ ବୋମାମାଡ ଯୋଜନା କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ପିନାକୀ ବାରିକ ଓରଫ ଖୋକନ।  ପୋଲିସ ଉପରକୁ ଗୁଳି ଚଳାଇବା ବେଳେ ଧରାପଡିଛି ଖୋକନ। ତାଠାରୁ […]

traffic-photo-patil-manoj-traffic-andheri-sakinaka_3f5dbad4-b1d4-11e7-839f-5e4b0d653fbd

traffic-photo-patil-manoj-traffic-andheri-sakinaka_3f5dbad4-b1d4-11e7-839f-5e4b0d653fbd

Rakesh Mallick
  • Published: Tuesday, 17 October 2017
  • Updated: 18 October 2017, 08:06 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ବାଦାମବାଡି ସିରିଜ ବୋମାମାଡ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ। ହକରିଂ ବ୍ୟବସ୍ଥା ଉଚ୍ଛେଦକୁ ନେଇ ବୋମାମାଡ ହୋଇଥିବା ପୋଲିସ କହିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଖୋକନକୁ ଏନକାଉଣ୍ଟର ପରେ ଘଟଣାର ପର୍ଦ୍ଦାଫାସ ହୋଇଛି। ଗତକାଲି ରାତିରେ ବୋମାମାଡ ଯୋଜନା କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ପିନାକୀ ବାରିକ ଓରଫ ଖୋକନ।  ପୋଲିସ ଉପରକୁ ଗୁଳି ଚଳାଇବା ବେଳେ ଧରାପଡିଛି ଖୋକନ। ତାଠାରୁ ୨ଟି ବୋମା ସହ ଗୋଟିଏ ପିସ୍ତଲ ଓ ୩ଟି ଗୁଳି ଜବତ ହୋଇଛି।

୨ ମାସ ମଧ୍ୟରେ କଟକରେ ହୋଇଛି ୭ଟି ବୋମାମାଡ।  ବସଷ୍ଟାଣ୍ଡ ହକରିଂ ବ୍ୟବସ୍ଥା ଉଠିଯିବା କାରଣକୁ ନେଇ ଏଭଳି ବୋମାମାଡ ହୋଇଥିବା ପୋଲିସ କହିଛି। ଗୋଟିଏ ପରେ ଗୋଟିଏ ବୋମାମାଡ ଘଟଣାରେ ଏଯାଏ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିଥିବା ବେଳେ ଅନ୍ୟ ଜଣେ ଆତ୍ମସମର୍ପଣ କରିଛି । ଅପରାଧୀ ଦମନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କଟକ ଡିସିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos