ହେଲମେଟ୍‌ ଚେକିଂ ବେଳେ ପୋଲିସ୍‌-ଆଇନ୍‌ଜୀବୀ ମୁହାଁମୁହିଁ

ରାଉରକେଲା: ରାଉରକେଲାରେ ହେଲମେଟ୍‌ ଚେକିଂ ବେଳେ ଆଜି ଆଇନ୍‌ଜୀବୀଙ୍କୁ ପୋଲିସ୍‌ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଫଳରେ ପୋଲିସ୍‌ ଓ ଆଇନ୍‌ଜୀବୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ୍‌ର ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଆଇନଜୀବୀମାନେ ଏସ୍‌ପି ଅଫିସ୍‌ ଆଗରେ ବିକ୍ଷୋଭ କରିଥିଲେ। ସହରର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ତେବେ ଏସ୍‌ପି ଅନିରୁଦ୍ଧ ସିଂ ଘଟଣାସ୍ଥଳରେ ପହଞ୍ଚି ଆଇନ୍‌ଜୀବୀଙ୍କୁ ବୁଝାଶୁଝା କରିବା ସହିତ କୋର୍ଟ ଖୋଲା ସମୟରେ ଚେକିଂ କରାଯିବ ନାହିଁ ବୋଲି କହିଥିଲେ। ଫଳରେ ଆଇନଜୀବୀଙ୍କ ରାସ୍ତାରୋକ […]

police-attack-rkl

police-attack-rkl

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 05:22 PM IST

Sports

Latest News

ରାଉରକେଲା: ରାଉରକେଲାରେ ହେଲମେଟ୍‌ ଚେକିଂ ବେଳେ ଆଜି ଆଇନ୍‌ଜୀବୀଙ୍କୁ ପୋଲିସ୍‌ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଫଳରେ ପୋଲିସ୍‌ ଓ ଆଇନ୍‌ଜୀବୀ ମୁହାଁମୁହିଁ ହୋଇଛନ୍ତି।

ପୋଲିସ୍‌ର ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଆଇନଜୀବୀମାନେ ଏସ୍‌ପି ଅଫିସ୍‌ ଆଗରେ ବିକ୍ଷୋଭ କରିଥିଲେ। ସହରର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ତେବେ ଏସ୍‌ପି ଅନିରୁଦ୍ଧ ସିଂ ଘଟଣାସ୍ଥଳରେ ପହଞ୍ଚି ଆଇନ୍‌ଜୀବୀଙ୍କୁ ବୁଝାଶୁଝା କରିବା ସହିତ କୋର୍ଟ ଖୋଲା ସମୟରେ ଚେକିଂ କରାଯିବ ନାହିଁ ବୋଲି କହିଥିଲେ। ଫଳରେ ଆଇନଜୀବୀଙ୍କ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos