ପୁଲିସକୁ ଭୁଆଁ ବୁଲାଉଥିବା ସଟ୍ଟା ଡନ୍ ଗିରଫ

କଣ୍ଟାବାଞ୍ଜି ( ଅନ୍ତିମ ପାଣିଗ୍ରାହୀ): ଦୀର୍ଘ ବର୍ଷ ହେଲା ସଟ୍ଟା ଡନ୍ ଭାବେ ରାଜ୍ କରୁଥିଲା। ପୁଲିସକୁ ଭୁଆଁ ବୁଲାଉଥିଲା। ତେବେ ଗତକାଲି ପୁଲିସ ହାତରେ ଧରା ପଡ଼ିଥିଲା। ତା’ ନାଁ ଯୋଗୀନ୍ଦ୍ର  ମିଶ୍ର ଓରଫ ଯୋଗୀନ। ତା’ ଘର ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଯୋଗୀନ ତୁରେକେଲା,ବଙ୍ଗୋମୁଣ୍ଡା, ମୁରିବାହଲ ଓ ସିଂଧେକେଲା ଥାନା ଅଞ୍ଚଳରେ ଅନେକ ବର୍ଷ ହେଲା ବେଶ ଆଡ୍ଡା ଜମାଇଥିଲା।  ହେଲେ ପୁଲିସ ତାକୁ ଧରୁ […]

Satta Don

Satta Don

Tapaswini Nayak
  • Published: Friday, 24 December 2021
  • Updated: 24 December 2021, 01:32 PM IST

Sports

Latest News

କଣ୍ଟାବାଞ୍ଜି ( ଅନ୍ତିମ ପାଣିଗ୍ରାହୀ): ଦୀର୍ଘ ବର୍ଷ ହେଲା ସଟ୍ଟା ଡନ୍ ଭାବେ ରାଜ୍ କରୁଥିଲା। ପୁଲିସକୁ ଭୁଆଁ ବୁଲାଉଥିଲା। ତେବେ ଗତକାଲି ପୁଲିସ ହାତରେ ଧରା ପଡ଼ିଥିଲା। ତା’ ନାଁ ଯୋଗୀନ୍ଦ୍ର  ମିଶ୍ର ଓରଫ ଯୋଗୀନ। ତା’ ଘର ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଯୋଗୀନ ତୁରେକେଲା,ବଙ୍ଗୋମୁଣ୍ଡା, ମୁରିବାହଲ ଓ ସିଂଧେକେଲା ଥାନା ଅଞ୍ଚଳରେ ଅନେକ ବର୍ଷ ହେଲା ବେଶ ଆଡ୍ଡା ଜମାଇଥିଲା।  ହେଲେ ପୁଲିସ ତାକୁ ଧରୁ ନଥିବାରୁ  ସାଧାରଣରେ ସନ୍ଦେହ ପ୍ରକଟ ହେଉଥିଲା।

ଗତ ତିନି ତାରିଖରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି (କ) ପଞ୍ଚାୟତ ଲିମପଡ଼ା ଗାଁର ରାଜେଶ କୁମାର ଛୁରାକୁ ସଟ୍ଟା କାରବାର କରୁଥିବା ଅଭିଯୋଗରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ତା’ ନିକଟରୁ ୬୨୯୦ ଟଙ୍କା, ଗୋଟିଏ ମୋବାଇଲ ସହ କାଗଜ ପତ୍ର ଜବତ କରିଥିଲାମୁରିବାହାଲ ପୁଲିସ। ରାଜେଶକୁ ପଚରାଉଚରା ପରେ ଯୋଗୀନ ସଟ୍ଟା ଖେଳର ମାଷ୍ଟର ମାଇଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ତଦନ୍ତକୁ ଜୋରଦାର କରି ତାକୁ ଧରିବାକୁ ଚେଷ୍ଟା ଚଳାଇଥିଲା।ଏହାପରେ ପୁଲିସ ହାବୁଡ଼ରେ ଯୋଗୀନ ପଡ଼ିଥିଲା। ଗତକାଲି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story