ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ୱର୍ଦ୍ଧିତ କଲେ ପୋଲିସ ଡିଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଘନ୍ୟ ଅପରାଧର ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ପ୍ରଥମ ଥର ପାଇଁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଏପରି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଆଗାମୀ ଦିନରେ ପ୍ରତ୍ୟେକ ମାସରେ ଏଭଳି ସମ୍ବର୍ଦ୍ଧନା ଦିଆଯିବ। ଏହାଦ୍ୱାରା ତଦନ୍ତ ଅଧିକାରୀ ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି ପୋଲିସ ଡିଜି। ଏହି ଅବସରରେ ସାଇବର କ୍ରାଇମ ସମ୍ପର୍କରେ ଏକ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଛି। ତା’ସହ […]

police dg

police dg

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 11:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଘନ୍ୟ ଅପରାଧର ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ପ୍ରଥମ ଥର ପାଇଁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଏପରି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଆଗାମୀ ଦିନରେ ପ୍ରତ୍ୟେକ ମାସରେ ଏଭଳି ସମ୍ବର୍ଦ୍ଧନା ଦିଆଯିବ। ଏହାଦ୍ୱାରା ତଦନ୍ତ ଅଧିକାରୀ ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ କରିବେ ବୋଲି ଆଶା ରଖିଛନ୍ତି ପୋଲିସ ଡିଜି। ଏହି ଅବସରରେ ସାଇବର କ୍ରାଇମ ସମ୍ପର୍କରେ ଏକ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଛି। ତା’ସହ କ୍ରାଇମବ୍ରାଞ୍ଚ ମୁଖ୍ୟ ଦ୍ୱାରରେ ଏକ ଡିସପ୍ଲେ ବୋର୍ଡକୁ ମଧ୍ୟ ଡିଜିପି ଉଦ୍‌ଘାଟନ କରିଛନ୍ତି। ଏହି ଡିସପ୍ଲେ ବୋର୍ଡରେ ଜନସାଧାରଣଙ୍କୁ ସଚେତନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story