ପୋଲିସର ଅକଲ ଗୁଡୁମ୍‌: ବଦଳାଇ ନାହାନ୍ତି ଅଚଳ ନୋଟ୍‌

ବାରିପଦା: କେନ୍ଦ୍ର ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରିବା ପରେ ଏହାକୁ ବଦଳାଇବାକୁ ଯଥେଷ୍ଟ ସମୟ ଦେଲେ। ହେଲେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ପୋଲିସ ପାଖରେ ସମୟ ହେଲା ନାହିଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଚଳ ନୋଟ୍‌ ବଦଳାଇବାକୁ। ଏବେ ପୋଲିସ ପାଖରେ ୨ ଲକ୍ଷ ୮୮ ହଜାର ଅଚଳ ଟଙ୍କା ପଡି ରହିଛି। କେମିତି ଏହି ଟଙ୍କା ବଦଳ ହେବ ତାକୁ ନେଇ ପୋଲିସ ଚିନ୍ତାରେ ପଡିଛି। ଝାରପୋଖରୀଆ ପୋଲିସ […]

baripada

baripada

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 10:31 PM IST

Sports

Latest News

ବାରିପଦା: କେନ୍ଦ୍ର ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରିବା ପରେ ଏହାକୁ ବଦଳାଇବାକୁ ଯଥେଷ୍ଟ ସମୟ ଦେଲେ। ହେଲେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ପୋଲିସ ପାଖରେ ସମୟ ହେଲା ନାହିଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଚଳ ନୋଟ୍‌ ବଦଳାଇବାକୁ। ଏବେ ପୋଲିସ ପାଖରେ ୨ ଲକ୍ଷ ୮୮ ହଜାର ଅଚଳ ଟଙ୍କା ପଡି ରହିଛି। କେମିତି ଏହି ଟଙ୍କା ବଦଳ ହେବ ତାକୁ ନେଇ ପୋଲିସ ଚିନ୍ତାରେ ପଡିଛି।

ଝାରପୋଖରୀଆ ପୋଲିସ ୯ଟି ମାମଲାରେ ଏହି ଟଙ୍କା ଜବତ କରିଥିଲା। ଯେଉଁଥିରେ ୧୮୫ଟି ହଜାରେ ଓ ୨୦୭ଟି ୫୦୦ ଟଙ୍କିଆ ଅଚଳ ନୋଟ୍‌ ରହିଛି। ଏହି ପୁରୁଣା ନୋଟ୍‌କୁ ବଦଳାଇବାକୁ ଗତ ୧୬ ତାରିଖରେ ଥାନା ଅଧିକାରୀ ଭୁବନେଶ୍ୱର ଆରବିଆଇ ଡେପୁଟୀ ମ୍ୟାନେଜରଙ୍କୁ ଚିଠି ଲେଖିଥିଲେ। ହେଲେ ଡେପୁଟୀ ମ୍ୟାନେଜର ପୁରୁଣା ଟଙ୍କା ଗ୍ରହଣର ଅବଧି ସରି ଯାଇଥିବା କହିଥିଲେ। ଏବେ ଏହି ଅଚଳ ଅଚଳ ଟଙ୍କାକୁ ମାଲ୍‌ଖାନାରେ ରଖାଯାଇଛି।

ଅଚଳ ଟଙ୍କା ବଦଳା ଯିବା ନେଇ କୋର୍ଟକୁ ଯିବେ ବୋଲି ଆଇଆଇସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story