କୁଟୁରା ମାଂସ ରାନ୍ଧି ଖାଉଥିଲେ, ବନ ବିଭାଗ କଲା ଚଢ଼ଉ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଜଙ୍ଗଲରୁ କୁଟୁରା ଶିକାର କରି ଘରେ ରାନ୍ଧି ଖାଉଥିଲେ। ବନ ବିଭାଗ ଚଢ଼ଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି । ଏହାସହ ରନ୍ଧା ମାଂସ ଓ ଏକ ଦେଶୀ ବନ୍ଧୁକ ବି ଜବତ କରିଛି। ଏଭଳି ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ବାଗଡ଼ିହି ରେଞ୍ଜରେ ଥିବା ଜଙ୍ଗଲରୁ ଗତ ଏପ୍ରିଲ ଚାରି ତାରିଖରେ ସାତ ଜଣ ଯୁବକ ଦେଶୀ ବନ୍ଧୁକରେ ଏକ କୁଟୁରା ଶିକାର […]

99990000

99990000

Tapaswini Nayak
  • Published: Thursday, 07 May 2020
  • Updated: 07 May 2020, 02:50 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଜଙ୍ଗଲରୁ କୁଟୁରା ଶିକାର କରି ଘରେ ରାନ୍ଧି ଖାଉଥିଲେ। ବନ ବିଭାଗ ଚଢ଼ଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି । ଏହାସହ ରନ୍ଧା ମାଂସ ଓ ଏକ ଦେଶୀ ବନ୍ଧୁକ ବି ଜବତ କରିଛି। ଏଭଳି ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ବାଗଡ଼ିହି ରେଞ୍ଜରେ ଥିବା ଜଙ୍ଗଲରୁ ଗତ ଏପ୍ରିଲ ଚାରି ତାରିଖରେ ସାତ ଜଣ ଯୁବକ ଦେଶୀ ବନ୍ଧୁକରେ ଏକ କୁଟୁରା ଶିକାର କରିଥିଲେ। ଗତକାଲି ତାକୁ ଘରେ ରାନ୍ଧି ଖାଉଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ପାଞ୍ଚ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣଙ୍କୁ ବନ ବିଭାଗ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos