କାମାକ୍ଷାନଗର ଉପକାରାଗାରରେ ଚଢ଼ାଉ, ତମାଖୁ ଜାତୀୟ ସାମଗ୍ରୀ ଜବତ

କାମାକ୍ଷାନଗର: ରାଜ୍ୟର ବିଭିନ୍ନ ଜେଲରେ ଚଢ଼ାଉ ଜାରି ରହିଛି।  ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକାରାଗାର ଚଢ଼ାଉ କରାଯାଇ ଗୁଟଖା ଓ ବିଡ଼ି ଭଳି ତମାଖୁ ଜାତୀୟ ସାମଗ୍ରୀ ଜବତ କରାଯାଇଛି। ଏହି ଚଢ଼ାଉରେ ଏସପି ବସନ୍ତ ପାଣିଗ୍ରାହୀଙ୍କ ସହ କାମାକ୍ଷାନଗର ତହସିଲଦାର ସରୋଜ ସ୍ୱାଇଁ ଓ ବିଭିନ୍ନ ଥାନା ଅଧିକାରୀ ମାନେ ସାମିଲ ହୋଇଥିଲେ। କାମାକ୍ଷାନଗର ଉପକାରାଗାର ସହ ଢେଙ୍କାନାଳ ସଦର ଜେଲ୍, କାମାକ୍ଷାନଗର ଜେଲ୍ ଓ ହିନ୍ଦୋଳ ଜେଲରେ ଏକକାଳୀନ ଚଢ଼ାଉ କରାଯାଇଛି।  

raid

raid

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 10:20 AM IST

Sports

Latest News

କାମାକ୍ଷାନଗର: ରାଜ୍ୟର ବିଭିନ୍ନ ଜେଲରେ ଚଢ଼ାଉ ଜାରି ରହିଛି।  ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପକାରାଗାର ଚଢ଼ାଉ କରାଯାଇ ଗୁଟଖା ଓ ବିଡ଼ି ଭଳି ତମାଖୁ ଜାତୀୟ ସାମଗ୍ରୀ ଜବତ କରାଯାଇଛି। ଏହି ଚଢ଼ାଉରେ ଏସପି ବସନ୍ତ ପାଣିଗ୍ରାହୀଙ୍କ ସହ କାମାକ୍ଷାନଗର ତହସିଲଦାର ସରୋଜ ସ୍ୱାଇଁ ଓ ବିଭିନ୍ନ ଥାନା ଅଧିକାରୀ ମାନେ ସାମିଲ ହୋଇଥିଲେ।

କାମାକ୍ଷାନଗର ଉପକାରାଗାର ସହ ଢେଙ୍କାନାଳ ସଦର ଜେଲ୍, କାମାକ୍ଷାନଗର ଜେଲ୍ ଓ ହିନ୍ଦୋଳ ଜେଲରେ ଏକକାଳୀନ ଚଢ଼ାଉ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story