ଜୁଆ ଆଡ୍ଡାରେ ଚଢ଼ଉ, ୧୭ ଅଟକ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ୍‌ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କା ସହ ଗୋଟିଏ ଦାମୀ କାର୍ ଓ ୧୦ଟି ବାଇକ୍ ଜବତ ହୋଇଛି। ଏହାସହ ଜୁଆ ଖେଳରେ ସଂପୃକ୍ତ ଥିବା ୧୭ ଜଣଙ୍କୁ ଉଠାଇ ନେଇ ପୁଲିସ୍‌ ପଚରାଉଚରା କରୁଛି। ମଙ୍ଗୁଳି ଛକ ନିକଟରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ୍ କୌଣସି ସୂତ୍ରୁରୁ ଖବର ପାଇଥିଲା। […]

car00

car00

Tapaswini Nayak
  • Published: Saturday, 07 March 2020
  • Updated: 07 March 2020, 09:30 AM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ୍‌ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କା ସହ ଗୋଟିଏ ଦାମୀ କାର୍ ଓ ୧୦ଟି ବାଇକ୍ ଜବତ ହୋଇଛି। ଏହାସହ ଜୁଆ ଖେଳରେ ସଂପୃକ୍ତ ଥିବା ୧୭ ଜଣଙ୍କୁ ଉଠାଇ ନେଇ ପୁଲିସ୍‌ ପଚରାଉଚରା କରୁଛି।

ମଙ୍ଗୁଳି ଛକ ନିକଟରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ୍ କୌଣସି ସୂତ୍ରୁରୁ ଖବର ପାଇଥିଲା। ଏହାପରେ ପୂର୍ବ ଯୋଜନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ର ଏକ ଟିମ୍‌ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story