ବେଆଇନ ବାଲି ଚୋରା ଚାଲାଣ ଚାଲିଥିଲା, ପୁଲିସ୍ କଲା ଚଢ଼ଉ

ଭଦ୍ରକ (ପ୍ରାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଆନିକଟଠାରେ ଥିବା ବୈତରଣୀ ନଦୀ ପଠାର ବାଲିପୋଖରୀ ଏସକେପରୁ ବେଆଇନ ବାଲି ଚୋରା ଚାଲାଣ ବେଳେ ପୁଲିସ୍ ଚଢ଼ଉ କରି ୨୦ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ଏହି ବାଲିଘାଟରୁ ଦୈନନ୍ଦିନ ହଜାର ହଜାର ଗାଡ଼ି ବାଲି ଚାଲାଣ ହୋଇଥାଏ। ଆଜି ସକାଳେ ଧାମନଗର ପୁଲିସ୍‌, ଭଣ୍ଡାରିପୋଖରୀ ପୁଲିସ୍‌, ଭଣ୍ଡାରିପୋଖରୀ ତହସିଲଦାର ଓ ଧାମନଗର ଏସଡିପିଓ ମିଳିତ ଭାବେ ଏହି ବାଲିଘାଟ ଉପରେ […]

bhadrak9999999999999

bhadrak9999999999999

Tapaswini Nayak
  • Published: Thursday, 25 June 2020
  • Updated: 25 June 2020, 09:53 AM IST

Sports

Latest News

ଭଦ୍ରକ (ପ୍ରାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଆନିକଟଠାରେ ଥିବା ବୈତରଣୀ ନଦୀ ପଠାର ବାଲିପୋଖରୀ ଏସକେପରୁ ବେଆଇନ ବାଲି ଚୋରା ଚାଲାଣ ବେଳେ ପୁଲିସ୍ ଚଢ଼ଉ କରି ୨୦ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି।

ଏହି ବାଲିଘାଟରୁ ଦୈନନ୍ଦିନ ହଜାର ହଜାର ଗାଡ଼ି ବାଲି ଚାଲାଣ ହୋଇଥାଏ। ଆଜି ସକାଳେ ଧାମନଗର ପୁଲିସ୍‌, ଭଣ୍ଡାରିପୋଖରୀ ପୁଲିସ୍‌, ଭଣ୍ଡାରିପୋଖରୀ ତହସିଲଦାର ଓ ଧାମନଗର ଏସଡିପିଓ ମିଳିତ ଭାବେ ଏହି ବାଲିଘାଟ ଉପରେ ଚଢଉ କରିଥିଲେ। ଚଢଉ ବେଳେ ୨୦ରୁ ଅଧିକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଥିଲା। ତେବେ ପୁଲିସ୍‌ ନଦୀ ପଠା ସମେତ ଆଖ ପାଖ ଗାଁରେ ଚଢଉ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story