ପୁଲିସ୍ ଆଖିରେ ଧୂଳି ଦେଇ ଭ୍ୟାନ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଲେ

ବୌଦ୍ଧ(ଭାର୍ଜନ ପ୍ରଧାନ): ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ସବୁବେଳେ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ଯାତ୍ରୀ ପରିବହନ ଗାଡ଼ିରେ ଗଞ୍ଜେଇ ନେଉଛନ୍ତି। ଏପରି ସମାନ ଅଭିଯୋଗ ଆସିଛି ବୌନ୍ଧ ଜିଲ୍ଲାରୁ। ଜିଲ୍ଲାର ବ୍ରିଜ୍ ଛକରୁ ପୁଲିସ୍ ଏକ ମାରୁତି ଭ୍ୟାନ୍‌ ଉପରେ ଚଢ଼ଉ କରି ୧୦୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ […]

99999999999999

99999999999999

Tapaswini Nayak
  • Published: Monday, 22 June 2020
  • Updated: 22 June 2020, 10:50 AM IST

Sports

Latest News

ବୌଦ୍ଧ(ଭାର୍ଜନ ପ୍ରଧାନ): ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ସବୁବେଳେ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ଯାତ୍ରୀ ପରିବହନ ଗାଡ଼ିରେ ଗଞ୍ଜେଇ ନେଉଛନ୍ତି। ଏପରି ସମାନ ଅଭିଯୋଗ ଆସିଛି ବୌନ୍ଧ ଜିଲ୍ଲାରୁ।

ଜିଲ୍ଲାର ବ୍ରିଜ୍ ଛକରୁ ପୁଲିସ୍ ଏକ ମାରୁତି ଭ୍ୟାନ୍‌ ଉପରେ ଚଢ଼ଉ କରି ୧୦୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ଟାଉନ ଥାନା ଅଞ୍ଚଳର ବେଣୁଧର ସାହୁ (୨୮) ଓ ମନୋଜ ମହାପାତ୍ର (୨୦)।

ଗତକାଲି ବିଳମ୍ବିତ ରାତିରେ ବଘିଆପଡ଼ା ଅଞ୍ଚଳରୁ ବେଣୁଧର ଓ ମନୋଜ ମାରୁତି ଭ୍ୟାନରେ ଗଞ୍ଜେଇ ନେଇ ରେଢ଼ାଖୋଲ ଅଭିମୁଖେ ଯାଉଥିଲେ।  ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ବିଜ୍ର ଛକଠାରେ ଗାଡ଼ିକୁ ଅଟକାଇଥିଲା। ଏହାପରେ ଯାଞ୍ଚ ସମୟରେ  ସେଥିରୁ ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ‌ ଗିରଫ କରିଛି ପୁଲିସ୍। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ସମ୍ପର୍କରେ ତନାଘନା ଚଳାଇଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story