ଗଂଜେଇ ବୋଝେଇ ଟ୍ରକ୍ ସୀମା ପାର କରାଉଥିଲେ ଅବକାରୀ ଏଏସ୍‌ଆଇ ଓ ୨ କନଷ୍ଟେବଳ

କୋରାପୁଟ(ଓଡ଼ିଶା ରିପୋର୍ଟର): ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ସୂତ୍ରଧର ସାଜିଛନ୍ତି ଅବକାରୀ କର୍ମଚାରୀ। ଆଜି ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ କରୁଥୁବା ବେଳେ ସୁଙ୍କି ପୁଲିସ ହାତରେ ଧରାପଡିଛି ୩ ଅବକାରୀ କର୍ମଚାରୀଙ୍କ ସମେତ ୭ ଜଣ। ସେମାନଙ୍କୁ ଥାନାରେ  ଅଟକ ରଖି ପଚରାଉଚରା କରାଯିବା ସହ ଗଞ୍ଜେଇ ଚୋରାଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ। ସୂଚନା ମୁତାବକ, ଓଡିଶା ସୀମା ପାର କରାଇ ଆନ୍ଧ୍ରରେ […]

sunki

sunki

Niranjan Mishra
  • Published: Sunday, 18 September 2022
  • Updated: 18 September 2022, 04:39 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ସୂତ୍ରଧର ସାଜିଛନ୍ତି ଅବକାରୀ କର୍ମଚାରୀ। ଆଜି ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ କରୁଥୁବା ବେଳେ ସୁଙ୍କି ପୁଲିସ ହାତରେ ଧରାପଡିଛି ୩ ଅବକାରୀ କର୍ମଚାରୀଙ୍କ ସମେତ ୭ ଜଣ। ସେମାନଙ୍କୁ ଥାନାରେ  ଅଟକ ରଖି ପଚରାଉଚରା କରାଯିବା ସହ ଗଞ୍ଜେଇ ଚୋରାଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ।

ସୂଚନା ମୁତାବକ, ଓଡିଶା ସୀମା ପାର କରାଇ ଆନ୍ଧ୍ରରେ ପହଞ୍ଚାଇବା ନିମନ୍ତେ ଅଭିଯୁକ୍ତ ଅବକାରୀ କର୍ମଚାରୀମାନେ ଗଂଜେଇ ବୋଝେଇ ଟ୍ରକ ନେଇ ଯାଉଥିଲେ। ବାଟରେ ସୁଙ୍କି ପୁଲିସ ଆଉଟପୋଷ୍ଟ ଠାରେ ହୋଇଥିବା ଯାଞ୍ଚବେଳେ ସେମାନେ ଧରାପଡ଼ିଥିଲେ। ଅଟକ ଥିବା ଅବକାରୀ ବିଭାଗର କର୍ମଚାରୀ ହେଲେ କନଷ୍ଟେବଳ ତ୍ରିଲୋଚନ ରାୟ ଚେଟି, କନଷ୍ଟେବଳ ଭେଙ୍କେଟ ଓ ଏଏସଆଇ ଅରୁପୁଲକ ଦାସ।

ସେପଟେ ସୁଙ୍କି ଥାନାରେ ପୋଟାଙ୍ଗି ବିଡିଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ପହଞ୍ଚି ଜବତ ଗଞ୍ଜେଇର ଓଜନ କାମ ତଦାରଖ କରିଛନ୍ତି। ଏହି ଗଞ୍ଜେଇ ଚୋରାଚାଲାଣରେ ମୋଟ ୭ ଜଣ ଅଟକ ଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଅବକାରୀ ବିଭାଗ କର୍ମଚାରୀଙ୍କ ବାଦ୍ ଜଣେ ୱେବ ଚ୍ୟାନେଲ କର୍ମଚାରୀ ରହିଛନ୍ତି। ଜବତ ଗଂଜେଇ ବୋଝେଇ ଟ୍ରକରେ କେତେ ପରିମାଣର ଗଂଜେଇ ରହିଛି ତାହା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି।

ଅନ୍ୟପଟେ ଚୋରା ଚାଲାଣ ହେଉଥିବା ଗଂଜେଇ ଆଗରୁ ଅବକାରୀ କର୍ମଚାରୀମାନେ ଜବତ କରି ରଖିଥିବା ଗଂଜେଇ ବୋଲି ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି। ଅବକାରି ବିଭାଗ ଅଧିକାରୀ ମଧ୍ୟ ଏନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story