ରାଜଧାନୀରେ ସେକ୍ସ ରାକେଟ: ବଢ଼ିଲା ତିନି ବିଦେଶିନୀଙ୍କ ଅଡ଼ୁଆ

ଭୁବନେଶ୍ୱର : ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଏକ ସ୍ପା ସେଣ୍ଟରରୁ ୩ ବିଦେଶିନୀ ଧରାପଡ଼ିବା ଘଟଣାରେ ଥାଇଲାଣ୍ଡ ଦୂତାବାସକୁ କମିଶନରେଟ ପୋଲିସ ଇ-ମେଲ୍ ପଠାଇଛି। ଏଥିପାଇଁ ବିଦେଶିନୀଙ୍କ ଅଡୁଆ ବଢିଛି। ଥାଇଲାଣ୍ଡ ଦୂତାବାସକୁ ଏହି ଘଟଣା ନେଇ କମିଶନରେଟ ପୋଲିସ ଜଣାଇଛି। ପାସପୋର୍ଟ ଆଇନର ଉଲ୍ଲଙ୍ଘନ ଅଭିଯୋଗରେ ୩ ବିଦେଶିନୀଙ୍କ ବିରୁଦ୍ଧରେ ମାମଲା ହୋଇପାରେ। ଏମାନେ ଟୁରିଷ୍ଟ ଭିସାରେ ଆସି ସେକ୍ସ ରାକେଟ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ନିକଟରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ଭୁବନେଶ୍ୱର ଖାରବେଳ […]

DO-TM-9VAAA7445

DO-TM-9VAAA7445

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 01:08 PM IST

Sports

Latest News

ଭୁବନେଶ୍ୱର : ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ଏକ ସ୍ପା ସେଣ୍ଟରରୁ ୩ ବିଦେଶିନୀ ଧରାପଡ଼ିବା ଘଟଣାରେ ଥାଇଲାଣ୍ଡ ଦୂତାବାସକୁ କମିଶନରେଟ ପୋଲିସ ଇ-ମେଲ୍ ପଠାଇଛି। ଏଥିପାଇଁ ବିଦେଶିନୀଙ୍କ ଅଡୁଆ ବଢିଛି। ଥାଇଲାଣ୍ଡ ଦୂତାବାସକୁ ଏହି ଘଟଣା ନେଇ କମିଶନରେଟ ପୋଲିସ ଜଣାଇଛି।

ପାସପୋର୍ଟ ଆଇନର ଉଲ୍ଲଙ୍ଘନ ଅଭିଯୋଗରେ ୩ ବିଦେଶିନୀଙ୍କ ବିରୁଦ୍ଧରେ ମାମଲା ହୋଇପାରେ। ଏମାନେ ଟୁରିଷ୍ଟ ଭିସାରେ ଆସି ସେକ୍ସ ରାକେଟ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ନିକଟରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ଭୁବନେଶ୍ୱର ଖାରବେଳ ନଗର ୟୁନିଟ୍ ୩ ସ୍ଥିତ  ଘରକୁ ଭଡ଼ାରେ ନେଇ ସେକ୍ସ କାରବାର ଚାଲିଥିବା ନେଇ ପୋଲିସ ଖବର ପାଇଥିଲା।  ପୋଲିସ ଚଢାଉ କରିବା ବେଳେ ସେଠାରୁ ୩ ବିଦେଶିନୀଙ୍କୁ ଧରିଥିଲା ପୋଲିସ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos