ଚେକିଂ ଦେଖି ଶ୍ରମିକଙ୍କୁ ଛାଡ଼ି ପଳାଉଥିଲା ଟ୍ରକ୍‌ ଚାଳକ, ଧରିଲା ପୁଲିସ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସମଗ୍ର ଦେଶ ଲକ୍‌ଡାଉନ୍‌ ଘୋଷଣା ହେବା ପରଠୁ ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସଂକ୍ରମଣ ଆଶଙ୍କା ବଢ଼ିବାରୁ ସବୁ ରାଜ୍ୟ ସୀମାନ୍ତକୁ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥିତିରେ ବିଶାଖାପାଟଣାରୁ  ଏକ  ଟ୍ରକ୍ ଯୋଗେ  ଝାରଖଣ୍ଡ  ଯାଉଥିବା ୬୦ ଜଣ ଶ୍ରମିକ  ଆଜି ପୁରୁଣାପାଣି ନିକଟରେ ଚାଲିଚାଲି ଯାଉଥିବା ବେଳେ ପୁଲିସ୍ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର […]

hhhhhhhhhhhhhhhh

hhhhhhhhhhhhhhhh

Tapaswini Nayak
  • Published: Wednesday, 01 April 2020
  • Updated: 01 April 2020, 02:52 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସମଗ୍ର ଦେଶ ଲକ୍‌ଡାଉନ୍‌ ଘୋଷଣା ହେବା ପରଠୁ ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ସଂକ୍ରମଣ ଆଶଙ୍କା ବଢ଼ିବାରୁ ସବୁ ରାଜ୍ୟ ସୀମାନ୍ତକୁ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏପରି ସ୍ଥିତିରେ ବିଶାଖାପାଟଣାରୁ  ଏକ  ଟ୍ରକ୍ ଯୋଗେ  ଝାରଖଣ୍ଡ  ଯାଉଥିବା ୬୦ ଜଣ ଶ୍ରମିକ  ଆଜି ପୁରୁଣାପାଣି ନିକଟରେ ଚାଲିଚାଲି ଯାଉଥିବା ବେଳେ ପୁଲିସ୍ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ।

ସେମାନଙ୍କଠୁ ସବୁ କଥା ବୁଝିବା ପରେ ପୁରୁଣାପାଣିରେ ଥିବା ସ୍କୁଲରେ ରଖି ସେମାନଙ୍କର ଖାଇବା ପିଇବାର ବ୍ୟବସ୍ଥା  କରିଛି।

ମିଳିଥିବା ସୂଚନା ଅନୁସାରେ, ଲକ୍‌ଡାଉନ୍‌ ଯୋଗୁ କାମଧନ୍ଦା ବନ୍ଦ ହୋଇଯିବାରୁ ବିଶାଖାପାଟଣାରୁ  ଦୁଇ  ଦିନ ପୂର୍ବେ ୬୦ ଜଣ  ଶ୍ରମିକ ଝାରଖଣ୍ଡର ଗଡ଼ବା ଜିଲ୍ଲାକୁ ଚାଲି ଚାଲି ଯାଉଥିଲେ । ସେମାନେ ପ୍ରାୟ ୨୦ କିମିରୁ ଅଧିକ ବାଟ ଆସିବା ପରେ ଟ୍ରକ୍‌ ଚାଳକଙ୍କ ସହ ଦେଖାହୋଇଥିଲା। ସେମାନଙ୍କୁ ଗନ୍ତବ୍ୟ ସ୍ଥାନରେ ଛାଡ଼ି ଦେବାକୁ ପ୍ରତିଶ୍ରୁତି ଦେଇ ଟ୍ରକ୍‌ ଚାଳକଜଣକ  ସେମାନଙ୍କଠାରୁ ଲକ୍ଷେରୁ ଅଧିକ ଟଙ୍କା ନେଇଥିଲେ। କିନ୍ତୁ ଝାରଖଣ୍ଡ ସୀମାରେ ଚେକିଂ ହେଉଥିବା ଖବର ପାଇ  ଟ୍ରକ୍‌  ଡ୍ରାଇଭର  ଶ୍ରମିକମାନଙ୍କୁ ହାତୀବାରି ଥାନାର ପୁରୁଣାପାଣି଼  ନିକଟରେ ଛାଡ଼ି ପଳାଇ ଯାଇଥିଲେ। ସେଠାରୁ ଶ୍ରମିକମାନେ ଚାଲିଚାଲି ଯାଉଥିବା ବେଳେ ହାତୀବାରି ପୁଲିସ୍‌ ବାଟରେ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲା। ପରେ ସେମାନଙ୍କୁ ପୁରୁଣାପାଣି  ସ୍କୁଲରେ ରଖିଥିଲା ।

ପୁଲିସ ଉକ୍ତ ଟ୍ରକକୁ ବୀରମିତ୍ରପୁରରୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ତା‘ଠାରୁ ତିରିଶି ହଜାର ଟଙ୍କା ଜବତ କରିଛି। ହେଲେ ବାକି ଟଙ୍କା ସମ୍ପର୍କରେ ତାଙ୍କୁ ପଚରାଉଚରା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story