୩ ଦିନ ରିମାଣ୍ଡରେ ଯିବେ ଶିଳ୍ପପତି ମହିମା ମିଶ୍ର

କଟକ: କଟକ ପ୍ରେସ୍‌ ଛକ ବୋମାମାଡ଼ ଘଟଣାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ୍‌। ଏ ନେଇ ପୋଲିସ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। କୋର୍ଟ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ମହିମାଙ୍କୁ ରିମାଣ୍ଡରେ ନିବାକୁ ଅନୁମତି ଦେଇଛନ୍ତି। ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମହିମା ମିଶ୍ରଙ୍କୁ ରିମାଣ୍ଡରେ ନେଇଥିଲା ପାରାଦୀପ ପୋଲିସ୍‌।

mahima

mahima

Rakesh Mallick
  • Published: Friday, 13 January 2017
  • Updated: 14 January 2017, 08:14 AM IST

Sports

Latest News

କଟକ: କଟକ ପ୍ରେସ୍‌ ଛକ ବୋମାମାଡ଼ ଘଟଣାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ୍‌। ଏ ନେଇ ପୋଲିସ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। କୋର୍ଟ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ମହିମାଙ୍କୁ ରିମାଣ୍ଡରେ ନିବାକୁ ଅନୁମତି ଦେଇଛନ୍ତି।

ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମହିମା ମିଶ୍ରଙ୍କୁ ରିମାଣ୍ଡରେ ନେଇଥିଲା ପାରାଦୀପ ପୋଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos