ହୁସିଆର ଟାଙ୍କି ମାଲିକ! ଏଣିକି ତେଲ ମାରିଲେ...

ଭୁବନେଶ୍ୱର: ଅସାଧୁ ପେଟ୍ରୋଲ ପମ୍ପ ରିଟେଲରଙ୍କ ବିରୁଦ୍ଧରେ ହେବ ଫୌଜଦାରୀ ମାମଲା।  ଆଜି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଆର. ପି ଶର୍ମା। ଗୁଇନ୍ଦା ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ପେଟ୍ରୋଲ ପମ୍ଫ ରିଟେଲର ଅସାଧୁ ଲୋକଙ୍କ ସହ ମିଶି ହେରାଫେରି କରୁଛନ୍ତି। ଇଲେକ୍‌ଟ୍ରୋନିକ ଚିପ୍ ଲଗାଇ ଏପରି କରାଯାଉଥିବା ସୂଚନା ମିଳିବା ପରେ ଅସାଧୁ ପେଟ୍ରୋଲ ପମ୍ଫ ରିଟେଲରଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ନେବାକୁ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି।  ଏନେଇ ସବୁ […]

petrolpump

petrolpump

Rakesh Mallick
  • Published: Friday, 15 December 2017
  • Updated: 15 December 2017, 08:03 PM IST

Sports

Latest News

ଭୁବନେଶ୍ୱର: ଅସାଧୁ ପେଟ୍ରୋଲ ପମ୍ପ ରିଟେଲରଙ୍କ ବିରୁଦ୍ଧରେ ହେବ ଫୌଜଦାରୀ ମାମଲା।  ଆଜି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଆର. ପି ଶର୍ମା।

ଗୁଇନ୍ଦା ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ପେଟ୍ରୋଲ ପମ୍ଫ ରିଟେଲର ଅସାଧୁ ଲୋକଙ୍କ ସହ ମିଶି ହେରାଫେରି କରୁଛନ୍ତି। ଇଲେକ୍‌ଟ୍ରୋନିକ ଚିପ୍ ଲଗାଇ ଏପରି କରାଯାଉଥିବା ସୂଚନା ମିଳିବା ପରେ ଅସାଧୁ ପେଟ୍ରୋଲ ପମ୍ଫ ରିଟେଲରଙ୍କ ବିରୁଦ୍ଧରେ ଏଭଳି ପଦକ୍ଷେପ ନେବାକୁ ପୋଲିସ ଡିଜି ନିର୍ଦ୍ଦେଶ ଜାରି କରିଛନ୍ତି।  ଏନେଇ ସବୁ ଜିଲ୍ଲାର ଏସପି ଏବଂ ଡିସିପି ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ଆଇପିସିର ଧାରା  ଓ  ମାପ ଏବଂ ଓଜନ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏହାଛଡ଼ା ପୋଲିସ ନିଜର ଗୁଇନ୍ଦା ଲଗାଇ ଏ ସଂପର୍କିତ ତଥ୍ୟ ସଂଗ୍ରହ କରିବା ପାଇଁ କହିଛନ୍ତି ଡିଜିପି।  ସିଭିଲ ସପ୍ଲାଏ ଓ ମାପ ଓଜନ ବିଭାଗ ସହ ସମନ୍ୱୟ ରକ୍ଷା କରି ମିଳିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତି ମାସରେ ଯାଞ୍ଚ ସଂପର୍କିତ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ଦେବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟର ୮୬ଟି ପେଟ୍ରୋଲ୍ ପମ୍ପରେ ଇଲେକ୍ଟ୍ରୋନିକ୍ ଚିପ୍ ଲଗାଇ ତେଲ ଠକେଇ କରାଯାଉଥିବା ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ରିପୋର୍ଟ ଦିଆଯାଇଥିଲା। ଏହାପରେ ଯୋଗାଣ ବିଭାଗ ବି ତନାଘନା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story