ବକେୟା ଟଙ୍କା ନ ଫେରାଇ ଶିଳ୍ପପତି ଗିରଫ 

ରାଉରକେଲା: ଲୁହା ପଥର କିଣି ଟଙ୍କା ନ ଦେବା ଅଭିଯୋଗରେ ପୂଜା ସ୍ପଞ୍ଜ କାରାଖାନା ମାଲିକ କବିତ୍ ଅଗ୍ରଓ୍ୱାଲଙ୍କୁ ଗିରଫ କରିଛି ପୋଲିସ। ଗତକାଲି ରାତିରେ ରାଉଲକେଲାସ୍ଥିତ ତାଙ୍କ ବାସଭବନରୁ କବିତଙ୍କୁ ଗିରଫ କରାଯାଇଛି। ୨୦୦୭-୦୮ ମସିହାରେ  ବଡବିଲ ଏସ୍ଏନ୍ ମହାନ୍ତି ଖଣିରୁ ୭୫ ଲକ୍ଷ ଟଙ୍କାର ଲୁହା ପଥର ନେଇ ବକେୟା ଟଙ୍କା ଫେରାଇ ନ ଥିବା ନେଇ ଅଭିଯୋଗ ହୋଇଥିଲା।  ଶିଳ୍ପପତି କବିତ ଖଣିଜ ପଦାର୍ଥ ନେଇ ବକେଇ ଦେୟ ପୈଠ କରି ନ […]

mm

mm

Rakesh Mallick
  • Published: Monday, 04 December 2017
  • Updated: 04 December 2017, 12:46 PM IST

Sports

Latest News

ରାଉରକେଲା: ଲୁହା ପଥର କିଣି ଟଙ୍କା ନ ଦେବା ଅଭିଯୋଗରେ ପୂଜା ସ୍ପଞ୍ଜ କାରାଖାନା ମାଲିକ କବିତ୍ ଅଗ୍ରଓ୍ୱାଲଙ୍କୁ ଗିରଫ କରିଛି ପୋଲିସ।

ଗତକାଲି ରାତିରେ ରାଉଲକେଲାସ୍ଥିତ ତାଙ୍କ ବାସଭବନରୁ କବିତଙ୍କୁ ଗିରଫ କରାଯାଇଛି। ୨୦୦୭-୦୮ ମସିହାରେ  ବଡବିଲ ଏସ୍ଏନ୍ ମହାନ୍ତି ଖଣିରୁ ୭୫ ଲକ୍ଷ ଟଙ୍କାର ଲୁହା ପଥର ନେଇ ବକେୟା ଟଙ୍କା ଫେରାଇ ନ ଥିବା ନେଇ ଅଭିଯୋଗ ହୋଇଥିଲା।  ଶିଳ୍ପପତି କବିତ ଖଣିଜ ପଦାର୍ଥ ନେଇ ବକେଇ ଦେୟ ପୈଠ କରି ନ ଥିବା ନେଇ ୨୦୧୪ରେ ଖଣି ମାଲିକ ଏସ୍. ଏନ୍. ମହାନ୍ତି ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos