ପୋସ୍କୋ ପାଚେରୀ ନିର୍ମାଣକୁ ଗାଁ ଲୋକଙ୍କ ବିରୋଧ

ଜଗତସିଂହପୁର: ଜଗତସିଂହପୁରରେ ପୋସ୍କୋ ପାଇଁ ଅଧିକୃତ ଜମି ଉପରେ ଇଡକୋର ପାଚେରୀ ନିର୍ମାଣକୁ ବିରୋଧ କରାଯାଇଛି। ଇଡକୋ ପକ୍ଷରୁ ଆଜି ନୂଆଗାଁର ଗାଳିପାଳିପଡ଼ା ସୀମାରେ ପାଚେରୀ ନିର୍ମାଣ ପାଇଁ ଖୋଳା କାମ ଚାଲିଥିବା ବେଳେ ସାନ ଗାଈପାଳି ଗ୍ରୁପ ପକ୍ଷରୁ ବିରୋଧ କରାଯାଇଥିଲା। ଗ୍ରୁପର ଶତାଧିକ ମହିଳା ଓ ପୁରୁଷ ଆସି ଇଡକୋର ପାଚେରୀ କାମକୁ ବିରୋଧ କରି ଧାରଣାରେ ବସିଥିଲେ। ପାନବରଜ ଓ ଗଛ ପାଇଁ କ୍ଷତିପୂରଣ ସହ ଏ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା […]

POSCO

POSCO

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 10:54 PM IST

Sports

Latest News

ଜଗତସିଂହପୁର: ଜଗତସିଂହପୁରରେ ପୋସ୍କୋ ପାଇଁ ଅଧିକୃତ ଜମି ଉପରେ ଇଡକୋର ପାଚେରୀ ନିର୍ମାଣକୁ ବିରୋଧ କରାଯାଇଛି। ଇଡକୋ ପକ୍ଷରୁ ଆଜି ନୂଆଗାଁର ଗାଳିପାଳିପଡ଼ା ସୀମାରେ ପାଚେରୀ ନିର୍ମାଣ ପାଇଁ ଖୋଳା କାମ ଚାଲିଥିବା ବେଳେ ସାନ ଗାଈପାଳି ଗ୍ରୁପ ପକ୍ଷରୁ ବିରୋଧ କରାଯାଇଥିଲା।

ଗ୍ରୁପର ଶତାଧିକ ମହିଳା ଓ ପୁରୁଷ ଆସି ଇଡକୋର ପାଚେରୀ କାମକୁ ବିରୋଧ କରି ଧାରଣାରେ ବସିଥିଲେ। ପାନବରଜ ଓ ଗଛ ପାଇଁ କ୍ଷତିପୂରଣ ସହ ଏ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ଦାବି କରିଥିଲେ। ଘଟଣାସ୍ଥଳରେ ଏରସମା ଅତିରିକ୍ତ ତହସିଲଦାର, ପାରାଦୀପ ଅତିରିକ୍ତ ଏସପି ଏବଂ ପୋଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ପରେ ଗାଁ ଲୋକେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେପଟେ ପାଚେରୀ ପାଇଁ ଇଡକୋ ଖୋଳିଥିବା ମାଟିକୁ ପୁଣି ପୋତାଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story