ଆରଟିଓ ଅଫିସ୍‌ରେ ଦଲାଲ ରାଜ୍: ମାନିଲେ ମନ୍ତ୍ରୀ, କହିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ ନେଇ ଖୁଲାସା ହେବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍‌ରେ ଦଲାଲି ଚାଲିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦଲାଲିଗିରି ବହୁ ଦିନରୁ ଚାଲିଛି। ଆମେ ଦଲାଲିଗିରି ହଟାଇବାକୁ ଚେଷ୍ଟା କରୁଛୁ। ଦଲାଲମାନଙ୍କ ଠାରୁ କିଛି କାମ ଗ୍ରହଣ ନକରିବାକୁ RTOଙ୍କୁ କହିଛୁ। ସିଧାସଳଖ ଲୋକଙ୍କ କାମ କରନ୍ତୁ, ଦଲାଲଙ୍କ କାମ କରନ୍ତୁନି ବୋଲି […]

b-90-1

b-90-1

Tapas Behera
  • Published: Monday, 16 September 2019
  • Updated: 16 September 2019, 04:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ ନେଇ ଖୁଲାସା ହେବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍‌ରେ ଦଲାଲି ଚାଲିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦଲାଲିଗିରି ବହୁ ଦିନରୁ ଚାଲିଛି। ଆମେ ଦଲାଲିଗିରି ହଟାଇବାକୁ ଚେଷ୍ଟା କରୁଛୁ। ଦଲାଲମାନଙ୍କ ଠାରୁ କିଛି କାମ ଗ୍ରହଣ ନକରିବାକୁ RTOଙ୍କୁ କହିଛୁ। ସିଧାସଳଖ ଲୋକଙ୍କ କାମ କରନ୍ତୁ, ଦଲାଲଙ୍କ କାମ କରନ୍ତୁନି ବୋଲି ଆରଟିଓଙ୍କୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।

ନୂଆ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଧରପଗଡ଼ ଚାଲିଛି। ଲୋକମାନେ ନିଜ ଗାଡ଼ିର ଲାଇଲେନ୍ସ ସହ ଅନ୍ୟ ଡକ୍ୟୁମେଣ୍ଟ କରିବା ପାଇଁ ଆରଟିଓ ଅଫିସକୁ ଦୌଡ଼ୁଛନ୍ତି। କିନ୍ତୁ ଏହାର ଫାଇଦା ଉଠାଉଛନ୍ତି ଧୂର୍ତ୍ତ ଦଲାଲ। ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଭିତରେ ପଶି କାମ କରାଇ ଦେଉଛନ୍ତି। ଯିଏ ପଇସା ଅଧିକ ଦେଲା ତା କାମ ହେଇଯାଉଛି।

ଦୁଇ ଚକିଆ ଯାନର ଡକ୍ୟୁମେଣ୍ଟ ପାଇଁ ଦଲାଲମାନେ ୧୮୦୦ ଟଙ୍କା ନେଉଥିବା ବେଳେ କାର୍‌ ପାଇଁ ସାଢ଼େ ୩ ହଜାର  ଟଙ୍କା ନେଉଛନ୍ତି। ଓନରସିପ୍ ଚେଞ୍ଜ ସହ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଦଲାଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story