ପୋଷ୍ଟର ମାରିଲେ ସେବାୟତ, ଏଏସ୍‌ଆଇକୁ ଜବାବ ମାଗିଲା କମିଶନ

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ଲଗିବା ଏକ ଦଣ୍ଡନୀୟ ଅପରାଧ।  ଏହା ସତ୍ତ୍ୱେ ପୋଷ୍ଟର ଲାଗିଛି। ଏଥିପାଇଁ ଏଏସ୍‌ଆଇ କାହିଁକି ଏତଲା ଦେଇନାହିଁ? ଏହାର ଜବାବ ୧୫ ଦିନ ଭିତରେ ଦେବାକୁ ଏଏସ୍‌ଆଇକୁ ଶ୍ରୀମନ୍ଦିର ସଂସ୍କାର କମିଶନ ନୋଟିସ୍ କରିଛନ୍ତି। ଶ୍ରୀମନ୍ଦିର ପରିସରକୁ ସ୍ମାର୍ଟ ଫୋନ୍‌ ଯାଇପାରିବ ନାହିଁ। ସେବାୟତମାନେ କେବଳ ପଞ୍ଜୀକୃତ କ୍ୟାମେରା ବିହୀନ ମୋବାଇଲ ନେଇ ଯାଇପାରିବେ। ନୂଆବର୍ଷଠାରୁ ଏହି ନିୟମ ଲାଗୁ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। […]

shrimandir mobile topic

shrimandir mobile topic

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 06:14 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ଲଗିବା ଏକ ଦଣ୍ଡନୀୟ ଅପରାଧ।  ଏହା ସତ୍ତ୍ୱେ ପୋଷ୍ଟର ଲାଗିଛି। ଏଥିପାଇଁ ଏଏସ୍‌ଆଇ କାହିଁକି ଏତଲା ଦେଇନାହିଁ? ଏହାର ଜବାବ ୧୫ ଦିନ ଭିତରେ ଦେବାକୁ ଏଏସ୍‌ଆଇକୁ ଶ୍ରୀମନ୍ଦିର ସଂସ୍କାର କମିଶନ ନୋଟିସ୍ କରିଛନ୍ତି।

ଶ୍ରୀମନ୍ଦିର ପରିସରକୁ ସ୍ମାର୍ଟ ଫୋନ୍‌ ଯାଇପାରିବ ନାହିଁ। ସେବାୟତମାନେ କେବଳ ପଞ୍ଜୀକୃତ କ୍ୟାମେରା ବିହୀନ ମୋବାଇଲ ନେଇ ଯାଇପାରିବେ। ନୂଆବର୍ଷଠାରୁ ଏହି ନିୟମ ଲାଗୁ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁଇଟି କମ୍ପାନୀ ପକ୍ଷରୁ ମୋବାଇଲ କାଉଣ୍ଟର ଖୋଲା ଯାଇଥିଲା। ମାତ୍ର ଏହାକୁ ନେଇ ଏବେ ବିବାଦ ଦେଖାଦେଇଥିଲା। ଶ୍ରୀମନ୍ଦିର ଚାରି ଦ୍ୱାର ଓ ପରିସରରେ ସେବାୟତ ସମାଜ ପକ୍ଷରୁ ପୋଷ୍ଟର ମରା ଯାଇଥିଲା। ଏହା ଉପରେ ଆଜି ଶ୍ରୀମନ୍ଦିର ସଂସ୍କାର କମିଶନ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ପୋଷ୍ଟର ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା କରିବାକୁ ଏଏସ୍‌ଆଇକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story