ରାସ୍ତା ତଳକୁ ଖସି ପଡ଼ିଲା ଆଳୁ ବୋଝେଇ ଟ୍ରକ୍

ଭଦ୍ରକ(ପାର୍ଥ ସାରଥି ନାୟକ): ରାସ୍ତାରୁ ତଳକୁ  ଭାରସାମ୍ୟ ହରାଇ ଖସିପଡ଼ିଲା ଆଳୁ ବୋଝେଇ ଟ୍ରକ୍। ଲୋକେ ବୋହି ନେଲେ ବସ୍ତା ବସ୍ତା  ଆଳୁ। ଏହି ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀ ପୋଖରୀ ଠାରେ। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ କିଛି ହୋଇନାହିଁ। ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆଳୁ ବୋଝେଇ ଟ୍ରକ୍‌ଟି କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀ […]

Accident

Accident

Tapaswini Nayak
  • Published: Tuesday, 14 December 2021
  • Updated: 14 December 2021, 12:14 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥି ନାୟକ): ରାସ୍ତାରୁ ତଳକୁ  ଭାରସାମ୍ୟ ହରାଇ ଖସିପଡ଼ିଲା ଆଳୁ ବୋଝେଇ ଟ୍ରକ୍। ଲୋକେ ବୋହି ନେଲେ ବସ୍ତା ବସ୍ତା  ଆଳୁ। ଏହି ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀ ପୋଖରୀ ଠାରେ। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ କିଛି ହୋଇନାହିଁ। ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆଳୁ ବୋଝେଇ ଟ୍ରକ୍‌ଟି କୋଲକାତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରୀ ପୋଖରୀ ଠାରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ  ଖସି  ପଡ଼ିଥିଲା।

ଗାଡ଼ିଟି ରାସ୍ତା ତଳକୁ ଖସି ପଡ଼ିବା ପରେ  ଆଳୁ ଗୁଡ଼ିକ ଏଣେ ତେଣେ ପଡ଼ିଯାଇଥିଲା।  ପଡ଼ିଥିବା ଆଳୁ ଗୁଡ଼ିକୁ ଲୋକେ ବୋହି ନେଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story