‘ଆମ ହିରୋ ଟିକେ ଅଲଗା, ସେ ହିରୋଇନ୍‌ ପଛରେ ଗୋଡ଼ାନ୍ତିନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ତାତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପରସ୍ପର ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାଇ ଚାଲିଛନ୍ତି। କିନ୍ତୁ ଏଥିରୁ ବାଦ ପଡ଼ିନାହାନ୍ତି ଯାତ୍ରା ମହାରଥୀ ତଥା କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ଆଜି ସେ ଯାତ୍ରା ଷ୍ଟାଇଲରେ ପ୍ରତିପକ୍ଷ ବିଜେପିକୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ନେଇ ମହାରଥୀ କହିଛନ୍ତି-“ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ […]

maharathi

maharathi

Rakesh Mallick
  • Published: Monday, 19 February 2018
  • Updated: 19 February 2018, 04:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ତାତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପରସ୍ପର ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାଇ ଚାଲିଛନ୍ତି। କିନ୍ତୁ ଏଥିରୁ ବାଦ ପଡ଼ିନାହାନ୍ତି ଯାତ୍ରା ମହାରଥୀ ତଥା କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ। ଆଜି ସେ ଯାତ୍ରା ଷ୍ଟାଇଲରେ ପ୍ରତିପକ୍ଷ ବିଜେପିକୁ ସମାଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ନେଇ ମହାରଥୀ କହିଛନ୍ତି-“ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଗଲେ ସମ୍ପର୍କ ଅଧିକ ସୁଦୃଢ଼ ହେବ। ମତ ମଧ୍ୟ ଅଧିକ ମିଳିବ। ଇଏ (ନବୀନ ପଟ୍ଟନାୟକ) ହିରୋ ଅଲଗା, ସିଏ ହିରୋଇନ୍‌ (ସ୍ମୃତି ଇରାନୀ) ଅଲଗା। ଇଏ ସେ ହିରୋ ନୁହଁନ୍ତି,  ଯିଏ ହିରୋଇନ୍‌ଙ୍କୁ ଦେଖି ଯିବେ। ଇଏ ହିରୋ ହେଉଛନ୍ତି ଲୋକଙ୍କ ପାଇଁ ଏବଂ ଲୋକଙ୍କ ସେବା କରିବା ପାଇଁ। ସିଏ ହିରୋଇନ୍‌ ହେଉଛନ୍ତି ଅଲଗା ଧରଣର। ଆପଣମାନେ ଜାଣିଛନ୍ତି, ତାହା ଭିତରକୁ ମୋତେ ଭିଡିବାକୁ ଚେଷ୍ଟା କରନ୍ତୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story