ରୋଗୀ ଦେଖୁଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ ମାଝି

ସୁନ୍ଦଗରଗଡ଼(ବିଜୟ ବରୁଆ): ପୁରୁଣା ବୃତ୍ତିକୁ ଫେରିଛନ୍ତି ପୂର୍ବତନ ବିଧାୟକ ଡା. ପ୍ରଫୁଲ ମାଝି। ରାଜନେତାରୁ ସେ ଏବେ ଲୋକଙ୍କ ପାଇଁ ପୁଣି ପାଲଟିଯାଇଛନ୍ତି ଡାକ୍ତର। ତିନି ତିନି ଥରର ବିଧାୟକ ପ୍ରଫୁଲ ଏବେ କିନ୍ତୁ କାନରେ ଷ୍ଟେଥୋ ଲଗାଇ ରୋଗୀଙ୍କ ବ୍ଲଡ୍‌ ପ୍ରେସର ମାପୁଛନ୍ତି, ଔଷଧ ବି ଲେଖୁଛନ୍ତି। ନିଜର ପୁରୁଣା ବୃତ୍ତିକୁ ଫେରିଥିବାରୁ ରାଜନୀତିରୁ ସେ ସନ୍ୟାସ ନେଇଥିବା ଚର୍ଚ୍ଚା ହେଉଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇ ତଳସରା ପ୍ରାଥମିକ […]

bjd.jpgppp

bjd.jpgppp

Tapaswini Nayak
  • Published: Wednesday, 02 October 2019
  • Updated: 02 October 2019, 03:27 PM IST

Sports

Latest News

ସୁନ୍ଦଗରଗଡ଼(ବିଜୟ ବରୁଆ): ପୁରୁଣା ବୃତ୍ତିକୁ ଫେରିଛନ୍ତି ପୂର୍ବତନ ବିଧାୟକ ଡା. ପ୍ରଫୁଲ ମାଝି। ରାଜନେତାରୁ ସେ ଏବେ ଲୋକଙ୍କ ପାଇଁ ପୁଣି ପାଲଟିଯାଇଛନ୍ତି ଡାକ୍ତର। ତିନି ତିନି ଥରର ବିଧାୟକ ପ୍ରଫୁଲ ଏବେ କିନ୍ତୁ କାନରେ ଷ୍ଟେଥୋ ଲଗାଇ ରୋଗୀଙ୍କ ବ୍ଲଡ୍‌ ପ୍ରେସର ମାପୁଛନ୍ତି, ଔଷଧ ବି ଲେଖୁଛନ୍ତି। ନିଜର ପୁରୁଣା ବୃତ୍ତିକୁ ଫେରିଥିବାରୁ ରାଜନୀତିରୁ ସେ ସନ୍ୟାସ ନେଇଥିବା ଚର୍ଚ୍ଚା ହେଉଛି।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇ ତଳସରା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସେ ଏବେ ରୋଗୀ ସେବା କରୁଛନ୍ତି। ୨୦୦୬ ଉପ ନିର୍ବାଚନ ପରେ ୨୦୦୯ ଏବଂ ୨୦୧୪ରେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ ପ୍ରଫୁଲ୍ଲ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story