ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଡ ପରୀକ୍ଷା ଫଳ, ୯୮.୩୮ ପ୍ରତିଶତ ପାସ୍‌

କଟକ: ଆଜି ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ପାସ୍‌ ହାର ୯୮.୩୮ ପ୍ରତିଶତ ରହିଛି। କଳାରେ ୧୧୭ ଜଣ ପାସ୍ କରିଥିବା ବେଳେ ବିଜ୍ଞାନରେ ୨୭୬ ଓ ବାଣିଜ୍ୟରେ ୩୩ ଜଣ ପାସ୍‌ କରିଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ ୪୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

exam

exam

Rakesh Mallick
  • Published: Friday, 15 July 2016
  • Updated: 15 July 2016, 02:39 PM IST

Sports

Latest News

କଟକ: ଆଜି ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ ଏହି ସୂଚନା ଦେଇଛନ୍ତି। ଚଳିତବର୍ଷ ପାସ୍‌ ହାର ୯୮.୩୮ ପ୍ରତିଶତ ରହିଛି। କଳାରେ ୧୧୭ ଜଣ ପାସ୍ କରିଥିବା ବେଳେ ବିଜ୍ଞାନରେ ୨୭୬ ଓ ବାଣିଜ୍ୟରେ ୩୩ ଜଣ ପାସ୍‌ କରିଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ ୪୫୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos