ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ

କଟକ: ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାଫଳ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇଛି। ବିଇଡିରେ ପାଶ୍ ହାର ୧୫ ଦଶମିକ ୬୧ ପ୍ରତିଶତ ରହିଛି । ୩୮ ହଜାର ୮୧୫ ପିଲା ପରୀକ୍ଷା ଦେଇଥିବା ବେଳେ ୬ ହଜାର ୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ସିଟିରେ ୧୩ ଦଶମିକ ୨୯ ପ୍ରତିଶତ ପିଲା ପାଶ୍ କରିଛନ୍ତି। ଏହି ବିଭାଗରେ ୫୬ହଜାର ୫୦୪ ଜଣ ପରୀକ୍ଷା […]

otet exam

otet exam

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 11:22 AM IST

Sports

Latest News

କଟକ: ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାଫଳ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇଛି। ବିଇଡିରେ ପାଶ୍ ହାର ୧୫ ଦଶମିକ ୬୧ ପ୍ରତିଶତ ରହିଛି । ୩୮ ହଜାର ୮୧୫ ପିଲା ପରୀକ୍ଷା ଦେଇଥିବା ବେଳେ ୬ ହଜାର ୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ସିଟିରେ ୧୩ ଦଶମିକ ୨୯ ପ୍ରତିଶତ ପିଲା ପାଶ୍ କରିଛନ୍ତି। ଏହି ବିଭାଗରେ ୫୬ହଜାର ୫୦୪ ଜଣ ପରୀକ୍ଷା ଦେଇଥିଲେ। ଅପରାହ୍ନ ୩ଟାରୁ ଦୁଇଟି ୱେବସାଇଟ୍ India results.com,prestige results.in ଲଗ୍ ଅନ୍ କରି ପରୀକ୍ଷାର୍ଥୀ ସେମାନଙ୍କ ଫଳାଫଳ ଜାଣି ପାରିବେ। ଆସନ୍ତାକାଲି ପରୀକ୍ଷାର୍ଥୀ ନିଜ ନିଜର ଓଏମଆର୍ ସିଟର ସ୍କାନ କପି ଇଣ୍ଟରନେଟରୁ ଡାଉନଲୋଡ୍ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story