ପ୍ରାକୃତିକ ଦୁର୍ବିପାକର ମୁକାବିଲା ନେଇ ବୈଠକ; କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ନେଇ ଆଜି ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଉନ୍ନୟନ କମିଶନରଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି, ଏନଡିଏମଏର ସଦସ୍ୟ ସଚିବ, ଏନଡିଆରଏଫର ଡିଜି, ଟି.ଡବ୍ଲୁ.ସି.ର ଚେୟାରମ୍ୟାନ ଏବଂ ଭାରତୀୟ ପାଣିପାଗ କେନ୍ଦ୍ର ବା ଆଇଏମଡିର ଡିଜି ପ୍ରମୁଖ ଉପସ୍ଥିତ ରହିଥିଲେ। ବିଶେଷ କରି ଅକ୍ଟୋବର ମାସରେ ହେଉଥିବା ସମ୍ଭାବ୍ୟ ବାତ୍ୟା ଏବଂ ବନ୍ୟାର ମୁକାବିଲା କିପରି କରାଯାଇପାରିବ […]

ndma

ndma

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 04:09 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ନେଇ ଆଜି ସଚିବାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଉନ୍ନୟନ କମିଶନରଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି, ଏନଡିଏମଏର ସଦସ୍ୟ ସଚିବ, ଏନଡିଆରଏଫର ଡିଜି, ଟି.ଡବ୍ଲୁ.ସି.ର ଚେୟାରମ୍ୟାନ ଏବଂ ଭାରତୀୟ ପାଣିପାଗ କେନ୍ଦ୍ର ବା ଆଇଏମଡିର ଡିଜି ପ୍ରମୁଖ ଉପସ୍ଥିତ ରହିଥିଲେ। ବିଶେଷ କରି ଅକ୍ଟୋବର ମାସରେ ହେଉଥିବା ସମ୍ଭାବ୍ୟ ବାତ୍ୟା ଏବଂ ବନ୍ୟାର ମୁକାବିଲା କିପରି କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କିଭଳି ସମନ୍ୱୟ ରହିବ, ପାଣିପାଗ ବିଭାଗର ସଠିକ ସୂଚନା ମିଳିପାରିବ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ୱାରା ଏହାର ପରିଚାଳନା କରାଯାଇପାରିବ ତା’ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଲୋକଙ୍କୁ ମୋବାଇଲ ମେସେଜ ମାଧ୍ୟମରେ ସୂଚନା ଦିଆଯାଇପାରିବ ସେ ନେଇ ପଦକ୍ଷେପ ନିଆଯାଉଥିବା ଆଇଏମଡି ଡିଜି ଏଲ୍. ଏସ୍. ରାଠୋର କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କ ଧନଜୀବନ ସୁରକ୍ଷା, ଲୋକଙ୍କୁ ସ୍ଥାନନ୍ତର ଓ ଜରୁରୀ ସେବା ମିଳିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ସେହିପରି କଚ୍ଚା ଏବଂ ଅଧାପକ୍କା ଘରର ଯେଭଳି କ୍ଷୟକ୍ଷତି ନ ହୁଏ ସେଥିପାଇଁ ଇଂଜିନୟିରିଂ ପଦ୍ଧତି ଜରିଆରେ ଘରର କାନ୍ଥ ଓ ଛାତକୁ ସୁଦୃଢ଼ ଭାବେ ବାନ୍ଧି ରଖିବା ପାଇଁ ପଦକ୍ଷେପ ନିଆଯିବ। ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ସାଙ୍ଗକୁ ଏନଡିଆରଏଫ୍, ଓଡ୍ରାଫ୍ ସଜାଗ ରହିବା ନେଇ ମଧ୍ୟ ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story