ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟ ଚାଷୀଙ୍କ କଟା ଘା’ରେ ଚୂନ ସଦୃଶ: ବିଜେପି ନେତ୍ରୀ ସୁରମା ପାଢୀ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟକୁ ବିଜେପି ନେତ୍ରୀ ସୁରମା ପାଢ଼ୀ ତୀବ୍ର ସମାଲୋଚନା କରିଛନ୍ତି। ସୁରମା କହିଛନ୍ତି, ଚାଷୀଙ୍କୁ ଅମର ଲଡୁ ଦିଆଯିବା ନେଇ ପ୍ରମିଳା ଯେଉଁ କଥା କହିଛନ୍ତି, ତାହା ଚାଷୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ଯଦି ଏଭଳି ଲଡୁ ଦେଲେ ଚାଷୀ ଆତ୍ମହତ୍ୟା କମି ଯିବ ବୋଲି ପ୍ରମିଳା ଅନୁଭବ କରୁଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀଙ୍କୁ କହି ରାଜ୍ୟରେ ଅମର […]

pramila_surama

pramila_surama

Rakesh Mallick
  • Published: Monday, 16 November 2015
  • Updated: 16 November 2015, 12:42 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟକୁ ବିଜେପି ନେତ୍ରୀ ସୁରମା ପାଢ଼ୀ ତୀବ୍ର ସମାଲୋଚନା କରିଛନ୍ତି। ସୁରମା କହିଛନ୍ତି, ଚାଷୀଙ୍କୁ ଅମର ଲଡୁ ଦିଆଯିବା ନେଇ ପ୍ରମିଳା ଯେଉଁ କଥା କହିଛନ୍ତି, ତାହା ଚାଷୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି। ଯଦି ଏଭଳି ଲଡୁ ଦେଲେ ଚାଷୀ ଆତ୍ମହତ୍ୟା କମି ଯିବ ବୋଲି ପ୍ରମିଳା ଅନୁଭବ କରୁଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀଙ୍କୁ କହି ରାଜ୍ୟରେ ଅମର ଲଡୁ ଯୋଜନା ଆରମ୍ଭ କରନ୍ତୁ । କେବଳ ଚାଷୀଙ୍କୁ ନୁହେଁ ବିରୋଧୀ ପ୍ରହସନ ଚଳାଇଥିବା କହିଛନ୍ତି । ଏହାସହ ଗଣମାଧ୍ୟମକୁ ମଧ୍ୟ ସମାଲୋଚନା କରିଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ଦଳ ଏହାକୁ ଦୃଢ ନିନ୍ଦା କରୁଛି ବୋଲି ସୁରମା କହିଛନ୍ତି ।

ସୁରମାଙ୍କ ମନ୍ତବ୍ୟ ଉପରେ ପ୍ରମିଳା ମଲ୍ଲିକ କହିଛନ୍ତି, ମୁଁ ଚାଷୀଙ୍କୁ ତାଚ୍ଛଲ୍ୟ କରିନାହିଁ । ଯାହା କିଛି କହିଛି ବିରୋଧୀଙ୍କ ଉଦ୍ଦେଶ୍ୟରେ କହିଛି। ଯିଏ ଯେଉଁଠି ମରୁଛନ୍ତି ବିରୋଧୀ ତାହାକୁ ଚାଷୀ ମୃତ୍ୟୁର ରଙ୍ଗ ଦେଉଛନ୍ତି। ମୋ ଅଞ୍ଚଳରେ ଦୁଇ ଦୁଇଟି ଚାଷୀ ମୃତ୍ୟୁ ଅଭିଯୋଗ ଆସିଲା । ବିଭିନ୍ନ ଗଣମାଧ୍ୟମରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଲା । ବିରୋଧୀମାନେ ଚାଷୀ ମୃତ୍ୟୁ ନେଇ ଥାନାରେ ମାମଲା କରାଇଲେ । ହେଲେ ଯାଞ୍ଚବେଳେ ଉକ୍ତ ଦୁଇଟି ଘଟଣା ଚାଷୀମୃତ୍ୟୁ ନୁହେଁ ବୋଲି ଜଣାପଡିଲା। ପୋଲିସ ବି ତାର ତଦନ୍ତ ରିପୋର୍ଟରେ ଚାଷ ଲାଗି ମୃତ୍ୟୁ ଘଟିଥିବା କଥାକୁ ଅସ୍ୱୀକାର କରିଛି। ବିରୋଧୀ ଅଭିଯୋଗ ଆଣିବା ଆଗରୁ ପ୍ରଥମେ ସଠିକ ତଥ୍ୟ ଆଣନ୍ତୁ। ମୃତ ଲୋକଙ୍କ ସହ ଯାଇ ତାଙ୍କ ଚାଷୀ ଜମି ଦେଖନ୍ତୁ। ଫସଲ ଉଜୁଡୁଛି କି ନାହିଁ ତାହା ଯାଞ୍ଚ ପରେ ଯାଇ ଯାହା ଅଭିଯୋଗ ଆଣିବା କଥା ଆଣନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story