ଖଟିଆରେ ମହିଳାଙ୍କ ପ୍ରସବ ଘଟଣା: ଚିକିତ୍ସା ଅବହେଳା ଅଭିଯୋଗ କରି ରାୟଗଡ଼ା ମେଡିକାଲରୁ ପଳାଇଲେ ମହିଳା

କଲ୍ୟାଣସିଂହପୁର: ଖଟିଆରେ ପ୍ରସବ କରିବା ପରେ ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଥିବା ମହିଳା ଚିକିତ୍ସାରେ ଅବହେଳା ଅଭିଯୋଗ କରି ପଳାଇ ଯାଇଛନ୍ତି। ଡାକ୍ତର କି ଦିଦି କେହି କିଛି ଶୁଣୁ ନ ଥିବା ଅଭିଯୋଗ କରି ପରିବାର ଲୋକେ ମହିଳା ଓ ତାଙ୍କ ଶିଶୁପୁତ୍ରଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବୃନ୍ଦାବନ କୌଶଲ୍ୟା (ମହିଳାଙ୍କ ଶ୍ୱଶୁର) କହିଛନ୍ତି, “ଗୋଟିଏ ୟୁନିଟ ରକ୍ତ ଦେବା ପରେ ଆଉ […]

kal

kal

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 08:22 AM IST

Sports

Latest News

କଲ୍ୟାଣସିଂହପୁର: ଖଟିଆରେ ପ୍ରସବ କରିବା ପରେ ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଥିବା ମହିଳା ଚିକିତ୍ସାରେ ଅବହେଳା ଅଭିଯୋଗ କରି ପଳାଇ ଯାଇଛନ୍ତି। ଡାକ୍ତର କି ଦିଦି କେହି କିଛି ଶୁଣୁ ନ ଥିବା ଅଭିଯୋଗ କରି ପରିବାର ଲୋକେ ମହିଳା ଓ ତାଙ୍କ ଶିଶୁପୁତ୍ରଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ବୃନ୍ଦାବନ କୌଶଲ୍ୟା (ମହିଳାଙ୍କ ଶ୍ୱଶୁର) କହିଛନ୍ତି, “ଗୋଟିଏ ୟୁନିଟ ରକ୍ତ ଦେବା ପରେ ଆଉ ଦେବାକୁ ମନା କଲେ। ଜିଲ୍ଲାପାଳ କହିଛନ୍ତି ବୋଲି କହିଲୁ, ହେଲେ ଡ୍ୟୁଟିରେ ଥିବା ଦିଦି କିଛି ଶୁଣିଲେ ନାହିଁ। କାହାକୁ ଜଣଙ୍କୁ ସାଙ୍ଗରେ ଆଣି ରକ୍ତ ଦିଅ ବଦଳରେ ତୁମକୁ ରକ୍ତ ମିଳିବ ବୋଲି କହିଲେ। ବେଡ ନ ମିଳିବାରୁ ତଳେ ମା’ ପୁଅ ରହିଥିଲେ। ଡାକ୍ତର କି ଦିଦି କେହି ଦେଖିବାକୁ ଆସିଲେ ନାହିଁ। ଏଠି ରହି କି ଯାହା ନ ରହିକି ତାହା ଭାବି ଆମେ ପଳାଇ ଆସିଲୁ।”

ଡାକ୍ତର ପ୍ରଫୁଲ୍ଲ କୁମାର ପାଢ଼ୀ କହିଛନ୍ତି, “ମେଡିକାଲକୁ ଆସିବା ବେଳକୁ ମା’ ଓ ପିଲା ସୁସ୍ଥ ଥିଲେ। ମହିଳାଙ୍କର ରକ୍ତହୀନତା ଥିଲା। ତେଣୁ ଗୋଟିଏ ୟୁନିଟ୍‌ ରକ୍ତ ଦିଆଯାଇଥିଲା। ଆମକୁ ନ ଜଣାଇ ପଳାଇ ଯାଇଛନ୍ତି। ସେମାନଙ୍କୁ ଆଣିବାକୁ ବ୍ୟବସ୍ଥା କରାଯାଉଛି।”

ଗତ ୧୩ ତାରିଖରେ ନୂଆସାହି ଗାଁର ମହିଳା ମମି କୌଶଲ୍ୟାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ମେଡିକାଲ ନେବାକୁ ଚେଷ୍ଟା କରିଥିଲେ। ହେଲେ ଆମ୍ୱୁଲାନ୍ସ ସୁବିଧା ନ ପାଇବାରୁ ବାଧ୍ୟ ହୋଇ ୩ କିଲୋମିଟର ଖଟିଆରେ ବୋହି ଡାକ୍ତରଖାନାକୁ ନେବା ବାଟରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ମିଳି ନ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଖବର ପାଇ ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ଉପ-ଜିଲ୍ଲାପାଳ, ବିଡିଓ ଏବଂ ସିଡିପିଓଙ୍କୁ ହସ୍ପିଟାଲ ଯାଇ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ମା’ ଓ ଶିଶୁକୁ ରାୟଗଡ଼ା ମେଡିକାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story