ପ୍ରସାଦ କହିଲେ କଂଗ୍ରେସ ଦଳିତମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ପିପିଲି ବ୍ଲକ ଅନ୍ତର୍ଗତ ମାଧିପୁର ଗ୍ରାମର ଦଳିତ ସାହି ଗସ୍ତ କରିଥିଲେ। ସେଠାରେ ତାଙ୍କୁ ଶତାଧିକ ଦଳିତ ପୁରୁଷ ଓ ମହିଳା ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ହରିଚନ୍ଦନ ସେଠାରେ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ଶ୍ରୀ ହରିଚନ୍ଦନ  ଉପସ୍ଥିତ ଜନତାକୁ ସେମାନଙ୍କର ଅଧିକାର ସମ୍ପର୍କରେ ସୂଚାଇ […]

6fba011a-4042-4ffb-80ae-27460855104e

6fba011a-4042-4ffb-80ae-27460855104e

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 08:41 AM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ପିପିଲି ବ୍ଲକ ଅନ୍ତର୍ଗତ ମାଧିପୁର ଗ୍ରାମର ଦଳିତ ସାହି ଗସ୍ତ କରିଥିଲେ। ସେଠାରେ ତାଙ୍କୁ ଶତାଧିକ ଦଳିତ ପୁରୁଷ ଓ ମହିଳା ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀ ହରିଚନ୍ଦନ ସେଠାରେ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ତାଙ୍କର ସ୍ମୃତି ଚାରଣ କରିଥିଲେ।

ଶ୍ରୀ ହରିଚନ୍ଦନ  ଉପସ୍ଥିତ ଜନତାକୁ ସେମାନଙ୍କର ଅଧିକାର ସମ୍ପର୍କରେ ସୂଚାଇ ଦେଇ କିପରି କଂଗ୍ରେସ ଦଳ ଦଳିତମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇପାରିବ  ତାହା ସେମାନଙ୍କୁ ବୁଝାଇଥିଲେ। ପରେ ଶ୍ରୀ ହରିଚନ୍ଦନ ସେମାନଙ୍କ ସହ ଏକ ପଂକ୍ତି ଭୋଜନରେ ଯୋଗଦେଇଥିଲେ। ଏହି ଘଟଣା ସେମାନଙ୍କୁ ଖୁବ୍‌ ଉତ୍ସାହିତ କରିଛି ବୋଲି ସ୍ଥାନୀୟ ଦଳିତ କଂଗ୍ରେସ କର୍ମୀ ଶ୍ରୀ ଆରତ ଭୋଇ ଏବଂ କୈଳାସ ଭୋଇ ପ୍ରକାଶ କରିଥିଲେ।

ଶ୍ରୀ ହରିଚନ୍ଦନ ଦେଶ ଓ ରାଜ୍ୟରେ ଦଳିତମାନଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର ପାଇଁ ବିଜେପି ଓ ବିଜେଡ଼ିକୁ ନିନ୍ଦା କରିଥିଲେ। କେନ୍ଦ୍ରରେ ବଜେପି ଓ ରାଜ୍ୟରେ ବିଜେଡ଼ି ସରକାରରେ ଦଳିତମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତିବୋଲି ସେ କହିଥିଲେ। କଂଗ୍ରେସ ଦଳ ଉଭୟ ବିଜେପି ଓ ବିଜେଡ଼ିର ଦଳିତ ମାରଣ ନୀତି ବିରୋଧରେ ସଂଗ୍ରାମକୁ ଆହୁରି ତୀବ୍ରତର କରିବ ବୋଲି ସେ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରା, ପ୍ରଦେଶ କଂଗ୍ରେସ ମୁଖପାତ୍ର ସୌଗତ ମହାନ୍ତି, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ସହ-ଅଧ୍ୟକ୍ଷ ବାଙ୍କନିଧି ବେହେରା, ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ, ଏଆଇସିସି ସଭ୍ୟା ଜାନକୀ ମଲ୍ଲିକ ,ପିସିସି ସଭ୍ୟ କୈଳାସ ସାହ ଓ ସୂର୍ଯ୍ୟକାନ୍ତି ବାଗ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story