ଆଜି ନାମାଙ୍କନପତ୍ର ଦାଖଲ କରିବେ ପ୍ରତାପ ଦେବ

ଭୁବନେଶ୍ୱର: ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆଜି ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ନାମାଙ୍କନପତ୍ର ଦାଖଲ କରିବେ। ବହୁ କଳ୍ପନାଜଳ୍ପନା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତାପଙ୍କ ନାଁରେ ମୋହର ମାରିଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ସଂଖ୍ୟା ଦୃଷ୍ଟିରୁ ଏହି ଆସନ ବିଜେଡି ଖାତାକୁ ଯିବ। ବିଷ୍ଣୁ ଦାସ ରାଜ୍ୟସଭାରୁ ଇସ୍ତଫା ଦେବା […]

pratap

pratap

Rakesh Mallick
  • Published: Monday, 15 May 2017
  • Updated: 15 May 2017, 12:54 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆଜି ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ନାମାଙ୍କନପତ୍ର ଦାଖଲ କରିବେ। ବହୁ କଳ୍ପନାଜଳ୍ପନା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତାପଙ୍କ ନାଁରେ ମୋହର ମାରିଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।

ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ସଂଖ୍ୟା ଦୃଷ୍ଟିରୁ ଏହି ଆସନ ବିଜେଡି ଖାତାକୁ ଯିବ। ବିଷ୍ଣୁ ଦାସ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲି ହୋଇଥିଲା ।

ସେପଟେ ପ୍ରଦୀପ ଅମାତ୍ ମଧ୍ୟ ଆଜି ବାଚସ୍ପତି ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବେ। ନିରଞ୍ଜନ ପୂଜାରୀ ମନ୍ତ୍ରୀ ହେବା ପରେ ବିଧାନସଭା ବାଚସ୍ପତି ପଦ ଖାଲି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story