ପ୍ରାଥମିକ ସ୍କୁଲରେ ପାଇଖାନା ନିର୍ମାଣର ସମୀକ୍ଷା କଲେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ

ଭୁବନେଶ୍ୱର: ରାଜ୍ୟର ପ୍ରାଥମିକ ସ୍କୁଲଗୁଡିକରେ ପାଇଖାନା ନିର୍ମାଣ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରାଳୟର ସ୍କୁଲଶିକ୍ଷା ସଚିବ ସୁବାଶ ଚନ୍ଦ୍ର ଖୁଣ୍ଟିଆ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୪୩ ହଜାର ପାଇଖାନା ନିର୍ମାଣ ଶେଷ ହୋଇଛି। ପ୍ରାଥମିକସ୍ତରରେ ସ୍କୁଲ ପରିସରରେ ପାଇଖାନା ନିର୍ମାଣ କ୍ଷେତ୍ରରେ ଓଡିଶା ତୃତୀୟ ସ୍ଥାନରେ ରହିଛି। ବିଶେଷ କରି ସ୍କୁଲ ପରିସରରେ ପରିମଳ ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଅଣାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ରାଷ୍ଟ୍ରୀୟ ମାଧ୍ୟମିକ […]

paikhana

paikhana

Rakesh Mallick
  • Published: Monday, 26 October 2015
  • Updated: 26 October 2015, 01:51 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ପ୍ରାଥମିକ ସ୍କୁଲଗୁଡିକରେ ପାଇଖାନା ନିର୍ମାଣ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରାଳୟର ସ୍କୁଲଶିକ୍ଷା ସଚିବ ସୁବାଶ ଚନ୍ଦ୍ର ଖୁଣ୍ଟିଆ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୪୩ ହଜାର ପାଇଖାନା ନିର୍ମାଣ ଶେଷ ହୋଇଛି। ପ୍ରାଥମିକସ୍ତରରେ ସ୍କୁଲ ପରିସରରେ ପାଇଖାନା ନିର୍ମାଣ କ୍ଷେତ୍ରରେ ଓଡିଶା ତୃତୀୟ ସ୍ଥାନରେ ରହିଛି। ବିଶେଷ କରି ସ୍କୁଲ ପରିସରରେ ପରିମଳ ବ୍ୟବସ୍ଥାରେ କିଭଳି ସ୍ୱଚ୍ଛତା ଅଣାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଓ ସର୍ବଶିକ୍ଷା ଅଭିଯାନ ଯୋଜନାର ସଠିକ ରୂପାୟନ କିଭଳି ହୋଇପାରିବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ଶିକ୍ଷା ସଚିବ। ତେବେ ଦୁଇଟି ଯୋଜନା ସର୍ବଶିକ୍ଷା ଅଭିଯାନ ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଯୋଜନାରେ ୫୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର କମାଇ ଦେଇଥିବା ନେଇ ବୈଠକରେ ରାଜ୍ୟ ସରକାର ଆପତ୍ତି ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story