ପ୍ରଥମ ଓଡ଼ିଆ ମହିଳା ଇଞ୍ଜିନିୟର ସୁଧୀରା ଦାସଙ୍କ ପରଲୋକ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ମହିଳା ଇଞ୍ଜିନିୟର ସୁଧୀରା ଦାସଙ୍କ ଆଜି ୮୩ ବର୍ଷ ବୟସରେ ପରଲୋକ ହୋଇଛି। ସୁଧୀରା ପ୍ରଥମ ମହିଳା ଇଞ୍ଜିନିୟର ଭାବେ ୧୯୫୭ ମସିହାରୁ ୧୯୯୦ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ। ୧୯୪୭ ମସିହାରେ ମାଟ୍ରିକ୍ ପାସ୍ କରିଥିବା ସୁଧୀରା ୧୯୫୬ରେ କଲିକତାସ୍ଥିତ ୟୁନିଭର୍ସିଟି କଲେଜ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରୁ ରେଡଓ ଫିଜିକ୍ସ ଆଣ୍ଡ ଇଲେକ୍ଟ୍ରୋନିକ୍ସରେ ଏମଟେକ୍ କରିଥିଲେ। ସୁଧୀରାଙ୍କ ପରଲୋକ ଖବର ପାଇ ବନ୍ଧୁ, ପରିଜନଙ୍କ […]

death

death

Rakesh Mallick
  • Published: Friday, 30 October 2015
  • Updated: 30 October 2015, 12:00 PM IST

Sports

Latest News

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ମହିଳା ଇଞ୍ଜିନିୟର ସୁଧୀରା ଦାସଙ୍କ ଆଜି ୮୩ ବର୍ଷ ବୟସରେ ପରଲୋକ ହୋଇଛି। ସୁଧୀରା ପ୍ରଥମ ମହିଳା ଇଞ୍ଜିନିୟର ଭାବେ ୧୯୫୭ ମସିହାରୁ ୧୯୯୦ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ। ୧୯୪୭ ମସିହାରେ ମାଟ୍ରିକ୍ ପାସ୍ କରିଥିବା ସୁଧୀରା ୧୯୫୬ରେ କଲିକତାସ୍ଥିତ ୟୁନିଭର୍ସିଟି କଲେଜ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରୁ ରେଡଓ ଫିଜିକ୍ସ ଆଣ୍ଡ ଇଲେକ୍ଟ୍ରୋନିକ୍ସରେ ଏମଟେକ୍ କରିଥିଲେ। ସୁଧୀରାଙ୍କ ପରଲୋକ ଖବର ପାଇ ବନ୍ଧୁ, ପରିଜନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos