ପ୍ରଭାତ ନିରାଶ, ମିଳିଲାନି ଜାମିନ

କଟକ: ସିସୋର ଚିଟ୍‌ଫଣ୍ଡ୍ ଲିଙ୍କ ଅଭିଯୋଗରେ ସିବିଆଇ ଦ୍ୱାରା ଗିରିଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ତେବେ ମାମଲାର ତଦନ୍ତ ଦୁଇ ମାସ ପରେ ଶେଷ କରିବାକୁ କୋର୍ଟ ସିବିଆଇକୁ କହିଛନ୍ତି। ଏହା ସହିତ ଚାର୍ଜସିଟ୍ ଦାଖଲ ପରେ ପ୍ରଭାତ ନିମ୍ନ ଅଦାଲତରେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି। ଗିରଫ ହେବା ପରେ ଅସୁସ୍ଥ ହୋଇପଡ଼ିବାରୁ କଟକ ଏସ୍‌ସିବିରେ […]

Pravat

Pravat

Rakesh Mallick
  • Published: Friday, 01 December 2017
  • Updated: 01 December 2017, 02:29 PM IST

Sports

Latest News

କଟକ: ସିସୋର ଚିଟ୍‌ଫଣ୍ଡ୍ ଲିଙ୍କ ଅଭିଯୋଗରେ ସିବିଆଇ ଦ୍ୱାରା ଗିରିଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ତେବେ ମାମଲାର ତଦନ୍ତ ଦୁଇ ମାସ ପରେ ଶେଷ କରିବାକୁ କୋର୍ଟ ସିବିଆଇକୁ କହିଛନ୍ତି। ଏହା ସହିତ ଚାର୍ଜସିଟ୍ ଦାଖଲ ପରେ ପ୍ରଭାତ ନିମ୍ନ ଅଦାଲତରେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି। ଗିରଫ ହେବା ପରେ ଅସୁସ୍ଥ ହୋଇପଡ଼ିବାରୁ କଟକ ଏସ୍‌ସିବିରେ ସେ ଚିକିତ୍ସାଧୀନ ଅଛନ୍ତି।

ସେପ୍ଟେମ୍ବର ୧୮ ତାରିଖ ବିଳମ୍ବିତ ରାତିରେ ପ୍ରଭାତଙ୍କୁ କଟକ ସ୍ଥିତ ତାଙ୍କ ବାସଭବନରୁ ସିବିଆଇ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos