ସିବିଆଇରେ ହାଜର ହେଲେନି ପ୍ରଭାତଙ୍କ ପତ୍ନୀ, ପ୍ରତିନିଧିଙ୍କୁ ପଠାଇଲେ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସନୀ ଆଜି ବ୍ୟକ୍ତିଗତ ଭାବେ ସିବିଆଇରେ ହାଜର ହୋଇନାହାନ୍ତି। ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇ କାଗଜପତ୍ର ଦାଖଲ କରିଛନ୍ତି। ଏ ସମ୍ପର୍କରେ ପ୍ରଭାତ ବିଶ୍ୱାଳ କହିଛନ୍ତି,“ସିବିଆଇ ୯୧ ସିଆର୍‌ପିସିରେ ନୋଟିସ୍‌ କରିଥିବାରୁ ଲକ୍ଷ୍ମୀବିଳାସିନୀଙ୍କ ହାଜର ହେବା ଆବଶ୍ୟକତା ନଥିଲା। ସିସୋର ସହିତ ଜମି କିଣାବିକା ସମ୍ପର୍କିତ କାଗଜପତ୍ର ସିବିଆଇ ମାଗିଥିଲେ। ମାଡ଼ାମ ତାଙ୍କର କର୍ମଚାରୀଙ୍କ ମାଧ୍ୟମରେ ସମସ୍ତ କାଗଜପତ୍ର […]

laxmi-belasene-cuttack

laxmi-belasene-cuttack

Rakesh Mallick
  • Published: Monday, 28 November 2016
  • Updated: 28 November 2016, 08:46 PM IST

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସନୀ ଆଜି ବ୍ୟକ୍ତିଗତ ଭାବେ ସିବିଆଇରେ ହାଜର ହୋଇନାହାନ୍ତି। ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇ କାଗଜପତ୍ର ଦାଖଲ କରିଛନ୍ତି।

ଏ ସମ୍ପର୍କରେ ପ୍ରଭାତ ବିଶ୍ୱାଳ କହିଛନ୍ତି,“ସିବିଆଇ ୯୧ ସିଆର୍‌ପିସିରେ ନୋଟିସ୍‌ କରିଥିବାରୁ ଲକ୍ଷ୍ମୀବିଳାସିନୀଙ୍କ ହାଜର ହେବା ଆବଶ୍ୟକତା ନଥିଲା। ସିସୋର ସହିତ ଜମି କିଣାବିକା ସମ୍ପର୍କିତ କାଗଜପତ୍ର ସିବିଆଇ ମାଗିଥିଲେ। ମାଡ଼ାମ ତାଙ୍କର କର୍ମଚାରୀଙ୍କ ମାଧ୍ୟମରେ ସମସ୍ତ କାଗଜପତ୍ର ପଠାଇଛନ୍ତି।”

ଦୁଇ ବର୍ଷ ତଳେ ସିବିଆଇ ଏ ସଂକ୍ରାନ୍ତ କାଗଜପତ୍ର ମାଗିବା ସହିତ ଲକ୍ଷ୍ମି ବିଳାସିନୀଙ୍କୁ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story