ପ୍ରଚଳିତ ଟୋଲ୍ ବ୍ୟବସ୍ଥାକୁ ବିରୋଧ : ତୃତୀୟ ଦିନରେ ଦେଶବ୍ୟାପୀ ଟ୍ରକ ଧର୍ମଘଟ

ଭୁବନେଶ୍ୱର: ପ୍ରଚଳିତ ଟୋଲ୍ ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଟ୍ରକ୍ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ଫଳରେ ମାଲ ପରିବହନ ଠପ୍ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚି ପାରୁନି। ଫଳରେ ଧର୍ମଘଟ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବା ଆଶଙ୍କା କରାଯାଉଛି। ତେବେ ଔଷଧ ଓ କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଧର୍ମଘଟରୁ ବାଦ୍ ଦିଆଯାଇଛି। ଧର୍ମଘଟରେ ଦେଶର ପ୍ରାୟ ୮୭ ଲକ୍ଷ ଟ୍ରକ୍ ସାମିଲ ହୋଇଥିବା ବେଳେ ଓଡ଼ିଶାର […]

truck

truck

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 04:46 AM IST

Sports

Latest News

ଭୁବନେଶ୍ୱର: ପ୍ରଚଳିତ ଟୋଲ୍ ବ୍ୟବସ୍ଥାକୁ ବିରୋଧ କରି ଦେଶବ୍ୟାପୀ ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଟ୍ରକ୍ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି। ଫଳରେ ମାଲ ପରିବହନ ଠପ୍ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚି ପାରୁନି। ଫଳରେ ଧର୍ମଘଟ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବା ଆଶଙ୍କା କରାଯାଉଛି। ତେବେ ଔଷଧ ଓ କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଧର୍ମଘଟରୁ ବାଦ୍ ଦିଆଯାଇଛି।

ଧର୍ମଘଟରେ ଦେଶର ପ୍ରାୟ ୮୭ ଲକ୍ଷ ଟ୍ରକ୍ ସାମିଲ ହୋଇଥିବା ବେଳେ ଓଡ଼ିଶାର ୧ ଲକ୍ଷ ୭୦ ହଜାର ଟ୍ରକ୍ ଚକା ବନ୍ଦ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି ଅଖିଳ ଭାରତ ମୋଟର ଟ୍ରାନସପୋର୍ଟ କଂଗ୍ରେସ୍ ବା ଏଆଇଏମଟିସି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story