ବାଣୀବିହାରରେ ପ୍ରାକ୍ ନିର୍ବାଚନୀ ହିଂସା, ୨ ଆହତ

ଭୁବନେଶ୍ୱର: ବାଣୀବିହାରରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷରେ ୨ଜଣ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ଆଶାୟୀ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ କ୍ୟାମ୍ପସ ଭିତରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛିା ସୌମ୍ୟରଞ୍ଜନ ଏ ନେଇ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି। ସୌମ୍ୟରଞ୍ଜନ  ହଷ୍ଟେଲରେ କ୍ୟାମ୍ପେନିଂ କରୁଥିବା ବେଳେ ତାଙ୍କୁ କିଛି ଛାତ୍ର ଓ ଅଣଛାତ୍ର ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଜୀବନରୁ ମାରିଦେବା ଲାଗି ଉଦ୍ୟମ କରାଯାଇଥିବା […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 07:56 AM IST

ଭୁବନେଶ୍ୱର: ବାଣୀବିହାରରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷରେ ୨ଜଣ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ଆଶାୟୀ ସଭାପତି ପ୍ରାର୍ଥୀ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ କ୍ୟାମ୍ପସ ଭିତରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛିା ସୌମ୍ୟରଞ୍ଜନ ଏ ନେଇ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି।

ସୌମ୍ୟରଞ୍ଜନ  ହଷ୍ଟେଲରେ କ୍ୟାମ୍ପେନିଂ କରୁଥିବା ବେଳେ ତାଙ୍କୁ କିଛି ଛାତ୍ର ଓ ଅଣଛାତ୍ର ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଜୀବନରୁ ମାରିଦେବା ଲାଗି ଉଦ୍ୟମ କରାଯାଇଥିବା ସେ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି।

ସୌମ୍ୟ ରଂଜନଙ୍କୁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟତମ ଆହତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story