ପୌରନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ପୌରନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଆସନ୍ତା ବର୍ଷ ଜାନୁଆରୀ ଶେଷ ସୁଦ୍ଧା ଓ୍ୱାର୍ଡ ପୁର୍ନଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ।  ବ୍ରହ୍ମପୁର ମହାନଗର ନିଗମ ସହ ୬୬ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତା ବର୍ଷ ୩୦ ତାରିଖରେ ଶେଷ ହେଉଛି।  ଅନ୍ୟ ୨୦ଟି ପୌରସଂସ୍ଥାର ମଧ୍ୟ କାର୍ଯ୍ୟକାଳ ଡିସେମ୍ବର ୪ ତାରିଖରେ ଶେଷ ହେଉଛି। […]

niba

niba

Rakesh Mallick
  • Published: Friday, 06 October 2017
  • Updated: 06 October 2017, 02:01 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ପୌରନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଆସନ୍ତା ବର୍ଷ ଜାନୁଆରୀ ଶେଷ ସୁଦ୍ଧା ଓ୍ୱାର୍ଡ ପୁର୍ନଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ସରକାରଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ।  ବ୍ରହ୍ମପୁର ମହାନଗର ନିଗମ ସହ ୬୬ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତା ବର୍ଷ ୩୦ ତାରିଖରେ ଶେଷ ହେଉଛି।  ଅନ୍ୟ ୨୦ଟି ପୌରସଂସ୍ଥାର ମଧ୍ୟ କାର୍ଯ୍ୟକାଳ ଡିସେମ୍ବର ୪ ତାରିଖରେ ଶେଷ ହେଉଛି। ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ, ଆସନ୍ତା ବର୍ଷ ହେବାକୁ ଥିବା ପୌରନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story