ଆଇଆଇଟି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଦେଲେ ଏହି ଗୁରୁମନ୍ତ୍ର

ଭୁନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ନିଜ ପାଇଁ ବା ପରିବାର ପାଇଁ ନୁହେଁ। ସମାଜ ପାଇଁ କାମ କର। ନିଜର ସ୍ୱତନ୍ତ୍ରତାକୁ ବିନିଯୋଗ କରି ଦେଶ ଓ ଜାତିର ସେବା କର। ଆଇଆଇଟି ଭୁବନେଶ୍ୱରର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବୀର ପାଇକଙ୍କ ମାଟି ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାଦଦେଶରେ ଅରଗୁଳରେ ଆଇଆଇଟି ହୋଇଥିବାରୁ ସମସ୍ତେ ଧନ୍ୟ ବୋଲି କହିବା ସହ ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ […]

president ram nath kobind in iit bbsr

president ram nath kobind in iit bbsr

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 08:11 PM IST

ଭୁନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ନିଜ ପାଇଁ ବା ପରିବାର ପାଇଁ ନୁହେଁ। ସମାଜ ପାଇଁ କାମ କର। ନିଜର ସ୍ୱତନ୍ତ୍ରତାକୁ ବିନିଯୋଗ କରି ଦେଶ ଓ ଜାତିର ସେବା କର। ଆଇଆଇଟି ଭୁବନେଶ୍ୱରର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବୀର ପାଇକଙ୍କ ମାଟି ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାଦଦେଶରେ ଅରଗୁଳରେ ଆଇଆଇଟି ହୋଇଥିବାରୁ ସମସ୍ତେ ଧନ୍ୟ ବୋଲି କହିବା ସହ ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ଏହି ମାଟିରେ ପାଇକ ବିଦ୍ରୋହ ହୋଇଥିବା କଥା ସ୍ମରଣ କରାଇଥିଲେ ରାଷ୍ଟ୍ରପତି।

ଏହି ଅବସରରେ ରାଷ୍ଟ୍ରପତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି) ଇଣ୍ଡିଆନ ଅଏଲ୍ ଓଡ଼ିଶା କ୍ୟାମ୍ପସ୍‌ ଉଦ୍‌ଘାଟନ କରିବା ସହ ସ୍କିଲ୍ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନିଜ ଅଭିଭାଷଣରେ ରାଷ୍ଟ୍ରପତି ଦକ୍ଷତା ବିକାଶରେ ଇନଷ୍ଟିଚ୍ୟୁଟ୍‌ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାର ପ୍ରଶଂସାଯୋଗ୍ୟ ବୋଲି କରିଥିଲେ। ଏହି  କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍.ସି. ଜମିର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଦାନ, କେନ୍ଦ୍ର ମାନବସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ, ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ଆର.ଭି. ରାଜାକୁମାର ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story