ମହାପ୍ରଭୁଙ୍କ ପାଖରେ ଦେଶବାସୀଙ୍କ ମଙ୍ଗଳ ମନାସୀ ଫେରିଲେ ମହାମହିମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ଅପରାହ୍ଣ ୫ଟା ୩୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯାଇଛନ୍ତି।  ଭୁବନେଶ୍ୱର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ପାଇଁ ରାଜ୍ୟପାଳ ଏସ୍.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରପତିଙ୍କ ସହ ଦିଲ୍ଲୀ ଯାତ୍ରା କରିଥିଲେ। […]

kobi

kobi

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ଅପରାହ୍ଣ ୫ଟା ୩୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଫେରିଯାଇଛନ୍ତି।  ଭୁବନେଶ୍ୱର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ପାଇଁ ରାଜ୍ୟପାଳ ଏସ୍.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରପତିଙ୍କ ସହ ଦିଲ୍ଲୀ ଯାତ୍ରା କରିଥିଲେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଆଜି ସପତ୍ନୀକ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।

ଗୋବିନ୍ଦ ଦୁଆରରେ କୋବିନ୍ଦ। ଜଗା ଦର୍ଶନ ପାଇଁ ସହଧର୍ମିଣୀଙ୍କୁ ସାଙ୍ଗରେ ଧରି ସିଂହଦ୍ୱାର ସମ୍ମୁଖରେ ଦେଶର ପ୍ରଥମ  ନାଗରିକ। ଆଜି ସକାଳ ୭ଟା ୩୪ ସିଂହଦ୍ୱାର ସମ୍ମୁଖରେ କାର୍କେଡ୍ ଲାଗିବା ପରେ ରାଷ୍ଟ୍ରପତି ଓ ତାଙ୍କ  ସହଧର୍ମିଣୀ ସବିତା କୋବିନ୍ଦଙ୍କୁ ସ୍ୱାଗତ କରିଥିଲେ। ଜଗନ୍ନାଥଙ୍କ ଆଦ୍ୟପୂଜକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରିଥିଲେ। ପରେ ରାଷ୍ଟ୍ରପତିଙ୍କୁ ବାଇଶିପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା। ରାଷ୍ଟ୍ରପତିଙ୍କ ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟ ଅଧିକାରୀ। ରାଷ୍ଟ୍ରପତି ସପତ୍ନିକ ବେଢ଼ା ବୁଲିଲେ। ରତ୍ନସିଂହାସନ ପାଖକୁ ଯାଇ ପୂଜାର୍ଚ୍ଚନା କରିବା ସହ ଶ୍ରୀଜିଉଙ୍କୁ ଆଶିଷ ଭିକ୍ଷା କରିକଲେ। ପରେ ରାଷ୍ଟ୍ରପତି ଦୀର୍ଘ ୪୫ ମିନିଟ୍‌ ଧରି ମନ୍ଦିରର କାରୁକାର୍ଯ୍ୟ ସହ ପାର୍ଶ୍ୱଦେବଦେବୀଙ୍କ ଦର୍ଶନ ପରେ ପୁଣି ଫେରି ଆସିଲେ ସିଂହଦ୍ୱାର। ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଷ୍ଟ୍ରପତିଙ୍କୁ ଭେଟିଦେଲେ ମହାପ୍ରସାଦ ସହ ଶ୍ରୀଜିଉଙ୍କ ସୁନାବେଶର ପଟ୍ଟଚିତ୍ର। ପରେ ରାଷ୍ଟ୍ରପତି କହିଥିଲେ- “ମହାପ୍ରଭୁଙ୍କ ପାଖରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story