ଶ୍ରୀମନ୍ଦିରରେ ୪୫ ମିନିଟ୍‌ ରହିବେ ରାଷ୍ଟ୍ରପତି

ପୁରୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କଟକରେ ଆୟୋଜିତ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ଆଜି ଅପରାହ୍ନରେ ସେ ପୁରୀ ଗସ୍ତରେ ଯାଇ ସର୍କିଟ ହାଉସ୍‌ରେ ପହଞ୍ଚିଛନ୍ତି। ଆସନ୍ତାକାଳି ସକାଳ ୭ଟା ୩୦ ମିନିଟ୍‌ରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ୱାଗତ କରିବେ। ପରେ ତାଙ୍କୁ ଗର୍ଭଗୃହକୁ ପାଛୋଟି ନେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଛତିଶା ନିଯୋଗର […]

ramnathkovind

ramnathkovind

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 06:12 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କଟକରେ ଆୟୋଜିତ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ଆଜି ଅପରାହ୍ନରେ ସେ ପୁରୀ ଗସ୍ତରେ ଯାଇ ସର୍କିଟ ହାଉସ୍‌ରେ ପହଞ୍ଚିଛନ୍ତି। ଆସନ୍ତାକାଳି ସକାଳ ୭ଟା ୩୦ ମିନିଟ୍‌ରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ସିଂହଦ୍ୱାର ନିକଟରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ୱାଗତ କରିବେ। ପରେ ତାଙ୍କୁ ଗର୍ଭଗୃହକୁ ପାଛୋଟି ନେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଛତିଶା ନିଯୋଗର ନାୟକ ଓ କୌଳିକ ପଣ୍ଡା ଉପସ୍ଥିତ ରହିବେ। ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତି ୪୫ ମିନିଟ୍‌ ଧରି ରହିବାର କାର୍ଯ୍ୟକ୍ରମ ରହିଛି। ୮ଟା ୧୫ ମିନିଟ୍‌ରେ ଶ୍ରୀମନ୍ଦିରରୁ ରାଷ୍ଟ୍ରପତି ବାହାରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରୀ ଏସ୍‌ପିଙ୍କୁ ସହଯୋଗ କରିବା ପାଇଁ ୩ ଜଣ ଏସ୍‌ପି, ୯ ଜଣ ଆଡ଼ିସିନାଲ ଏସ୍‌ପି, ୩୫ ଜଣ ଇନ୍ସପେକ୍ଟର, ୧୪୦ ଜଣ ଅଫିସର, ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story