ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଲେ ପୂଜକ; ଭିଡିଓ ଭାଇରାଲ

ଖୋର୍ଦ୍ଧା(ବଳରାମ ଲେଙ୍କା): ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଉଛନ୍ତି ପୂଜକ। ଏବେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆରେ ଗତ ଦଶହରା ଦିନର ଏ ଦୃଶ୍ୟ ବୋଲି ଜଣାପଡ଼ିଛି। ଦଶହରା ଦିନ ଗାଡ଼ି ପୂଜା କରିବା ପାଇଁ ଡ୍ରାଇଭର ଓ ମାଲିକ ଆସିଥିଲେ। ତେବେ ଗାଡ଼ି ପୂଜା ପରେ ସଂପୃକ୍ତ ପୂଜକ ଗାଡ଼ିର ମାଲିକ ଓ ଡ୍ରାଇଭରଙ୍କୁ ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ […]

khodha00

khodha00

Tapaswini Nayak
  • Published: Thursday, 10 October 2019
  • Updated: 10 October 2019, 02:11 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଉଛନ୍ତି ପୂଜକ। ଏବେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆରେ ଗତ ଦଶହରା ଦିନର ଏ ଦୃଶ୍ୟ ବୋଲି ଜଣାପଡ଼ିଛି।

ଦଶହରା ଦିନ ଗାଡ଼ି ପୂଜା କରିବା ପାଇଁ ଡ୍ରାଇଭର ଓ ମାଲିକ ଆସିଥିଲେ। ତେବେ ଗାଡ଼ି ପୂଜା ପରେ ସଂପୃକ୍ତ ପୂଜକ ଗାଡ଼ିର ମାଲିକ ଓ ଡ୍ରାଇଭରଙ୍କୁ ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଇଥିଲେ। ଯାହାକି ଏବେ ସୋଶାଲ୍ ମିଡିଆରେ ଘୁରି ବୁଲୁଛି।

ପୂଜକଙ୍କ ନାଁ ରାମଚନ୍ଦ୍ର ସାମନ୍ତରାୟ ବୋଲି ଜଣାପଡିଛି।

https://youtu.be/vCLI35CJarE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos