ଆଜିଠାରୁ ମନ୍ଦିର ସେବାୟତଙ୍କ ଘଣ୍ଟ ପ୍ରତିବାଦ ଆରମ୍ଭ

ବାରିପଦା (ଓଡ଼ିଶା ରିପୋର୍ଟର): ମନ୍ଦିର ଖୋଲିବା ଦାବିରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜିଠାରୁ ପୁଣି ଘଣ୍ଟ ଘଣ୍ଟା ବଜାଇ ପ୍ରତିବାଦ ଆରମ୍ଭ କରାଯାଇଛି। ଆଜିଠାରୁ ଆସନ୍ତା ୨୦  ତାରିଖ ଯାଏଁ ଏପରି ଭାବେ ଘଣ୍ଟ ବଜାଇ ପ୍ରତିବାଦ ଜଣାଯିବ ବୋଲି କୁହାଯାଇଛି। ଦ୍ଵିତୀୟ ଶ୍ରୀ କ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ମନ୍ଦିର ସେବାୟତ ସଂଘର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଏହିପରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ମଠ ମନ୍ଦିର ଖୋଲିବା ଏବଂ […]

baripada

baripada

Tapaswini Nayak
  • Published: Wednesday, 11 November 2020
  • Updated: 11 November 2020, 02:27 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ମନ୍ଦିର ଖୋଲିବା ଦାବିରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜିଠାରୁ ପୁଣି ଘଣ୍ଟ ଘଣ୍ଟା ବଜାଇ ପ୍ରତିବାଦ ଆରମ୍ଭ କରାଯାଇଛି। ଆଜିଠାରୁ ଆସନ୍ତା ୨୦  ତାରିଖ ଯାଏଁ ଏପରି ଭାବେ ଘଣ୍ଟ ବଜାଇ ପ୍ରତିବାଦ ଜଣାଯିବ ବୋଲି କୁହାଯାଇଛି।

ଦ୍ଵିତୀୟ ଶ୍ରୀ କ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ମନ୍ଦିର ସେବାୟତ ସଂଘର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଏହିପରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ମଠ ମନ୍ଦିର ଖୋଲିବା ଏବଂ ସେବାୟତମାନଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରି ପୂର୍ବରୁ ଏହି ପରି  ପ୍ରତିବାଦ କରାଯାଇଥିଲା। ହେଲେ ସରକାର ସେବାୟତଙ୍କ ଦାବିକୁ ଅଣଦେଖା କରିବା ସହ  କୈାଣସି ପଦକ୍ଷେପ ନେଉନଥିବାରୁ ଆଜି ଠାରୁ ପୁଣି ଏହିପରି ଭାବେ ଅଭିନବ ପ୍ରତିବାଦ କରିଛନ୍ତି ସେବାୟତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story