କଟକ କଥା ଅଟକିଲା; ଆଉ ସବୁ ସ୍ଥାନକୁ ପୁରୀରୁ ଗଡ଼ିଲା ବସ୍‌  

ପୁରୀ: କଟକ ଓ ପୁରୀ ବସ୍‌ ମାଲିକ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦ କିଛି ମାତ୍ରାରେ ସମାଧାନ ହୋଇଛି। ଆଜିଠାରୁ କଟକ ବ୍ୟତୀତ ପୁରୀରୁ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରିଛି। ମାତ୍ର କଟକକୁ କୌଣସି ବସ ଚାଲି ନାହିଁ। ତେବେ ଆସନ୍ତା ୭ ତାରିଖରେ ବସିବାକୁ ଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ଆଜି ନୀଳଗିରି ମୋଟର କର୍ମଚାରୀ ସଂଘ ସମ୍ପାଦକ ହୃଷିକେଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। କଟକରେ ପୁରୀ ବସ୍‌ କର୍ମଚାରୀଙ୍କୁ ନିର୍ଯାତନାର ଦିଆଯାଉଥିବା […]

bus stric

bus stric

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 01:41 PM IST

Sports

Latest News

ପୁରୀ: କଟକ ଓ ପୁରୀ ବସ୍‌ ମାଲିକ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦ କିଛି ମାତ୍ରାରେ ସମାଧାନ ହୋଇଛି। ଆଜିଠାରୁ କଟକ ବ୍ୟତୀତ ପୁରୀରୁ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରିଛି। ମାତ୍ର କଟକକୁ କୌଣସି ବସ ଚାଲି ନାହିଁ। ତେବେ ଆସନ୍ତା ୭ ତାରିଖରେ ବସିବାକୁ ଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ଆଜି ନୀଳଗିରି ମୋଟର କର୍ମଚାରୀ ସଂଘ ସମ୍ପାଦକ ହୃଷିକେଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

କଟକରେ ପୁରୀ ବସ୍‌ କର୍ମଚାରୀଙ୍କୁ ନିର୍ଯାତନାର ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଗତକାଲିଠାରୁ ପୁରୀ ବସ କର୍ମଚାରୀମାନେ ଗାଡ଼ି ଚଳାଚଳ ବନ୍ଦ କରିଦେଇଥିଲେ। ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରାୟ ୨୫ଜଣ ଡ୍ରାଇଭରଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଥିଲା। ଆଜି ଟୁରିଷ୍ଟ ବସ୍‌ ଗୁଡ଼ିକ ଆନ୍ଦୋଳନରେ ସାମିଲ ହୋଇଥିଲେ। ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି,“୭ ତାରିଖରେ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ବୈଠକରେ ଆରଟିଓ, ବସ୍‌ ମାଲିକ ଓ କର୍ମଚାରୀ ସଂଘର କର୍ମକର୍ତ୍ତା ଯୋଗଦେବେ। ବୈଠକରେ ପୁରୀ ଓ କଟକ ବସ୍‌ ମାଲିକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସମାଧାନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story