ଆନ୍ଦୋଳନରେ ଅଟଳ ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ

ଭୁବନେଶ୍ୱର: ଆନ୍ଦୋଳନରେ ଅଟଳ ଅଛନ୍ତି ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ। ସରକାରଙ୍କ ୨୪ ଘଣ୍ଟାର ଡେଡଲାଇନ୍ ସତ୍ତ୍ୱେ କାମରେ ଯୋଗ ଦେଇନାହାନ୍ତି କର୍ମଚାରୀ। ଗତକାଲି ସଂଘର ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ହୋଇଥିବା ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନି। ଆନ୍ଦୋଳନରୁ ହଟିଲେ ହିଁ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ତେବେ ଏ ନେଇ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ସରକାରୀ ମାନ୍ୟତା, ଷଷ୍ଠ ବେତନ […]

mm

mm

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 08:07 AM IST

Sports

Latest News

ଭୁବନେଶ୍ୱର: ଆନ୍ଦୋଳନରେ ଅଟଳ ଅଛନ୍ତି ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ। ସରକାରଙ୍କ ୨୪ ଘଣ୍ଟାର ଡେଡଲାଇନ୍ ସତ୍ତ୍ୱେ କାମରେ ଯୋଗ ଦେଇନାହାନ୍ତି କର୍ମଚାରୀ। ଗତକାଲି ସଂଘର ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ହୋଇଥିବା ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନି। ଆନ୍ଦୋଳନରୁ ହଟିଲେ ହିଁ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ତେବେ ଏ ନେଇ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ସରକାରୀ ମାନ୍ୟତା, ଷଷ୍ଠ ବେତନ କମିଶନ ପ୍ରଦାନ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ଭତ୍ତା ପ୍ରଦାନ ଭଳି ୫ ଦଫା ଦାବି ନେଇ ଆନ୍ଦୋଳନ କରୁଛି ସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story