ଇମ୍ଫା ଫାଟକରୁ ତାଲା ଫିଟିଲା

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଥେରୁବାଲି ଇମ୍ଫା କାରଖାନା ଆଗରୁ ହଟିଲା ଆନ୍ଦୋଳନ। ଆଜି ଆନ୍ଦୋଳନକାରୀ, କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନା ସଫଳ ହେବା ପରେ ଆନ୍ଦୋଳନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ ଆନ୍ଦୋଳନକାରୀ। ପରେ ଆନ୍ଦୋଳନକାରୀଙ୍କ ପକ୍ଷରୁ କମ୍ପାନୀ କାର୍ଯ୍ୟାଳୟ ଫାଟକରେ ପଡ଼ିଥିବା ତାଲା ଫିଟିଥିଲା। ଜିଲ୍ଲାପାଳଙ୍କ ଅଫିସରେ ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ଇମ୍ଫା କମ୍ପାନୀ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆନ୍ଦୋଳନକାରୀଙ୍କ ୯ […]

raigada

raigada

Rakesh Mallick
  • Published: Friday, 29 June 2018
  • Updated: 29 June 2018, 07:43 PM IST

Sports

Latest News

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଥେରୁବାଲି ଇମ୍ଫା କାରଖାନା ଆଗରୁ ହଟିଲା ଆନ୍ଦୋଳନ। ଆଜି ଆନ୍ଦୋଳନକାରୀ, କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ତ୍ରିପାକ୍ଷିକ ଆଲୋଚନା ସଫଳ ହେବା ପରେ ଆନ୍ଦୋଳନରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ ଆନ୍ଦୋଳନକାରୀ। ପରେ ଆନ୍ଦୋଳନକାରୀଙ୍କ ପକ୍ଷରୁ କମ୍ପାନୀ କାର୍ଯ୍ୟାଳୟ ଫାଟକରେ ପଡ଼ିଥିବା ତାଲା ଫିଟିଥିଲା।

ଜିଲ୍ଲାପାଳଙ୍କ ଅଫିସରେ ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ଇମ୍ଫା କମ୍ପାନୀ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆନ୍ଦୋଳନକାରୀଙ୍କ ୯ ଦଫା ଦାବି ମଧ୍ୟରୁ ଅଧିକାଂଶ ପୂରଣ ହୋଇଥିବା ବେଳେ ପ୍ରଶାସନ ଏହାର ନକଲ ଆନ୍ଦୋଳନକାରୀଙ୍କୁ ପ୍ରଦାନ କରିଥିଲା। ଅବଶିଷ୍ଟ ଦାବି ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରାଯିବାକୁ ଉଦ୍ୟମ କରାଯାଉଥିବା କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାୟଗଡ଼ା ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଇମ୍ଫାର ସିନିୟର ଜି.ଏମ୍, ଡେପୁଟି ଜିଏମ ଓ ଆନ୍ଦୋଳନକାରୀଙ୍କ ନେତୃତ୍ୱ ନେଉଥିବା ଜିତୁ ଜାକାସିକାଙ୍କ ସମେତ ୧୫ ଜଣ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story